Odia News Portal
Monthly Archives

March 2021

ଟ୍ରଲର ମାଲିକଙ୍କୁ ଗୁଳିମାରି ହତ୍ୟା

ବାଲେଶ୍ୱର: ବାଲେଶ୍ୱର ବଳରାମଗଡ଼ିରେ ଟ୍ରଲର ମାଲିକଙ୍କୁ ଗୁଳିମାରି ହତ୍ୟା । ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସୂଚନା । ମୃତ ଟ୍ରଲର ମାଲିକଙ୍କ ନାମ ବିଜୟ ପ୍ରଧାନ । ବିଜୟ ‘ଦୀପା ତାରିଣୀ’ ଟ୍ରଲରର ମାଲିକ । ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ ଏବେ ସୁଦ୍ଧା କୌଣସି

୧୯୪୩ ଲୋକଙ୍କ ପାଇଁ ଜଣେ ଡାକ୍ତର

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତର ରଖି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ୧୯୪୩ ଲୋକଙ୍କ ପିଛା ଜଣେ ଡାକ୍ତର ଥିବା ଏହି ଲିଖିତ ଉତ୍ତରରେ କୁହାଯାଇଛି । ତେବେ ନିୟମ ଅନୁସାରେ

ସଞ୍ଜନାଙ୍କ ବଲରେ କ୍ଲିନ୍ ବୋଲ୍ଡ ହେଲେ ବୁମରା

ଗୋଆ: ସବୁ ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ଶେଷରେ ବୁମ୍ରା ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାନେସାନଙ୍କୁ ବିବାହ କରିଛନ୍ତି। ଆଜି ଗୋଆରେ ଏହି ବିବାହ

୧୦୬ ଦୋକାନ ଗୃହ ବାଣ୍ଟିଲେ ମନ୍ତ୍ରୀ ପ୍ରତାପ ଜେନା

କଟକ: ୧୦୬ ଦୋକାନ ଗୃହ ବଣ୍ଟନ । ସରକାରୀ ଭାବେ ଦୋକାନୀଙ୍କୁ ୧୦୬ଟି ଦୋକାନ ଗୃହ ବଣ୍ଟନ କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଆନୁଷ୍ଠାନିକ ଭାବେ ଏହି ଦୋକାନ ଗୃହ ବଣ୍ଟନ କରିଛନ୍ତି । କଟକ ସହର ଭିତରେ ୫ଟି ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ଥିବା ବେଳେ ସେଠାରେ

ସୁବାଷ ନୁହେଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ପ୍ରଦୀପ୍ତ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ କହିଛନ୍ତି, ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ,ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ