ଅନଲାଇନ୍ରେ ଏନ୍ଆଇଟି ପରୀକ୍ଷା
ରାଉରକେଲା: ଚଳିତବର୍ଷ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ଅନଲାଇନ୍ ପରୀକ୍ଷା ହେବ । ଅନଲାଇନ୍ରେ କିଭଳି ପରୀକ୍ଷା ପରିଚାଳିତ ହେବ, କିଭଳି ମୂଲ୍ୟାଙ୍କନ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି!-->…