Sign in
Sign in
Recover your password.
A password will be e-mailed to you.
Monthly Archives
April 2021
ଟ୍ୱିନସିଟିରେ ୬୮ ପଏଣ୍ଟରେ କଡ଼ା ଚେକିଂ
ଭୁବନେଶ୍ୱର: ନାଇଟ କର୍ଫ୍ୟୁ ଓ ସଟଡାଉନ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା | କଟକରେ ୨୫ ଜାଗାରେ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ | ସିଲଭର ସିଟି କଟକରେ ୧୨ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ| ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୦ ପ୍ଲାଟୁନ!-->…
ଫେରିଲେ ଅକ୍ଷର, ଡିସି କ୍ୟାମ୍ପରେ ଖୁସିର ଲହରୀ
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସ କ୍ୟାମ୍ପରେ ଏବେ ଖୁସିର ଲହରୀ । ଦଳ ଏବେ ଭଲ ପ୍ରଦର୍ଶନ କରୁଛି । ଏହି ଖୁସି ବଢିଯାଇଛି । ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ୱାଡକୁ!-->…
ଅକ୍ସିଜେନ ସଙ୍କଟ: ଓଡିଶାରୁ ଅକ୍ସିଜେନ ଯିବ ତେଲେଙ୍ଗାନା
ଭୁବନେଶ୍ୱର: କୋଭିଡ ମହାମାରୀର ସଙ୍କଟ ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଓଡିଶା , ଅନ୍ୟ ରାଜ୍ୟଗୁଡିକୁ ସହାୟତାର ହାତ ବଢାଇଛି । ଅନ୍ୟ ରାଜ୍ୟକୁ ଓଡିଶା ଅକ୍ସିଜେନ ଯୋଗାଇବା ଜାରି ରଖିଛି ।
!-->!-->!-->…
କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୩ ରୋଗୀ ମୃତ୍ୟୁ
ମହାରାଷ୍ଟ୍ର: ଦେଶରେ ସଂକ୍ରମଣ ସଂଖ୍ୟା ବଢି ଚାଲୁଥିବା ସମୟରେ ମହାରାଷ୍ଟ୍ର ପିଛା ଛାଡ଼ୁନି ଦୁର୍ଭାଗ୍ୟ । କିଛିଦିନ ତଳେ ଅକ୍ସିଜେନ ଲିକ୍ ପରେ ଅକ୍ସିଜେନ୍ ଅଭାବରୁ ନାସିକର ଏକ ହସ୍ପିଟାଲରେ ୨୪ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ଆଜି ମହାରାଷ୍ଟ୍ର ଭିରାରର ଏକ ହସ୍ପିଟାଲରେ ଭୟାବହ!-->…
ରାଜ୍ୟରେ ଆଉ ୮ ଜୀବନ ନେଲା କିଲର୍ ଭାଇରସ୍
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ!-->…
କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା
*ଅଗ୍ନିକାଣ୍ଡ ଘଟି ଆଇସିୟୁରେ ଥିବା ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ |
*ଅଗ୍ନିକାଣ୍ଡର କାରଣ ଏସିରେ ସଟ ସର୍କିଟ୍ |
ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ
*ଘଣ୍ଟାଏ କୋହଳ ସମୟରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂ କରିପାରିବେ ଲୋକେ |
*ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା |
*ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ଲାଗିବ ଓ୍ୱିକେଣ୍ଡ୍ ସଟଡାଉନ୍ |
ଟାଟା ଷ୍ଟିଲ ପ୍ଲାଣ୍ଟରୁ ଆନ୍ଧ୍ର, ମହାରାଷ୍ଟ୍ରକୁ ଗଲା ଅକ୍ସିଜେନ୍
ଭୁବନେଶ୍ୱର: ଯାଜପୁରରୁ ବିଶାଖାପାଟଣା ଓ ମହାରାଷ୍ଟ୍ରର ପୁଣେ ଅଭିମୁଖେ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ବାହାରିଛି । ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନାରୁ ୨ଟି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ପୋଲିସ ଏସ୍କର୍ଟରେ ପଠାଯାଇଛି । ସେହିଭଳି ଟାଟା ଷ୍ଟିଲ କାରଖାନାରୁ ୨୩ ଟନର ଏକ!-->…
ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଅକ୍ସିଜେନ୍ ଟ୍ୟାଙ୍କର ଗଲା ଦିଲ୍ଲୀ
ଭୁବନେଶ୍ୱର: ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଅକ୍ସିଜେନ ଗଲା ଦିଲ୍ଲୀ | ୨୩ ଟନର ଏକ ଅକ୍ସିଜେନ ଟ୍ୟାଙ୍କରକୁ ଗୁରୁବାର ରାତିରେ ଦିଲ୍ଲୀ ପଠାଯାଇଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ସିଜେନ ପଠାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ଆହୁରି ଅକ୍ସିଜେନ!-->…
