Odia News Portal
Monthly Archives

April 2021

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧଦିବସ

ଭୁବନେଶ୍ୱର: ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ |ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧଦିବସ । ଏନେଇ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରାଯାଇଥିଲା । ବରିଷ୍ଠ ବିଜେଡି ନେତା

ଗ୍ରାମାଞ୍ଚଳ ବିଦ୍ୟୁତକରଣକୁ ଶକ୍ତିମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଆଜି ଗ୍ରୀଡ଼କୋ ସମ୍ମିଳନୀ କକ୍ଷରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। କ୍ୟାପଟେନ ମିଶ୍ର ଶକ୍ତି ବିଭାଗରେ 5-‘ଟି’ ଓ ‘ମୋ

କୋଟିଏ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି : କିଛିଦିନର ବ୍ୟବଧାନ ପରେ ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଟ୍ରାକ୍ଟର ଯୋଗେ ପଡୋଶୀ ଅନ୍ଧ୍ରକୁ ଚୋରାଚାଲାଣ କରାଯାଉଥିବା ଗଂଜେଇ ସହ ଚୋରା ଚାଲାଣକାରୀକୁ ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ । ଟ୍ରାକ୍ଟରରୁ 1 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର

ରାଜ୍ୟରେ ୧୦୭୩ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର ୭୩ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର ୭୩ଟି କେନ୍ଦ୍ରରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ରାଜ୍ୟରେ ୧୫ଶହ ଟି ଟିକାକେନ୍ଦ୍ରରୁ

ଅଭିନେତା ସୋନୁ ସୁଦ୍ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ କରୋନା ପଜିଟିଭ୍ ।ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ଖୋଦ ସୋନୁ ସୁଦ । ଟୁଇଟରେ ସେ ଲେଖିଛନ୍ତି କି, ସେ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ହେଲେ ଚିନ୍ତା

ଟ୍ୱିନସିଟିରେ ଲାଗୁ ହେବ ୧୪୪ ଧାରା

*ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । *ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟାତ କରିପାରିବେ । *କଟକଣା ନମାନି ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ |