Odia News Portal
Monthly Archives

April 2021

୧୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ବନ୍ଦ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି | ରାଜ୍ୟରେ କରୋନା ସଂକ୍ରମଣକୁ

ଖସିଗଲା ଦଲାଲ, ୩ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଭାବେ ଜଣେ ଦଲାଲ ଚାଲାଣ କରୁଥିବା ବେଳେ ସୀମାନ୍ତ ପଟରୁ ୩ଜଣ ନାବାଳିକାଙ୍କୁ ଉଦ୍ଧାର ଜରିଛି ପୁଲିସ । ମାଲକାନଗିରି ବ୍ଲକ ଶୋରିଷମାଳ ଗ୍ରାମରୁ ଏହି ୩ଜଣ ଗରିବ ନାବାଳିକାଙ୍କୁ ଜଣେ ଦଲାଲ ଆନ୍ଧ୍ରପ୍ରଦେଶର ଏକ କାଗଜକଳରେ କାମ କଲେ ଅଧୁକ

ରଶ୍ମିରଞ୍ଜନଙ୍କ ମାଷ୍ଟରମାଇଣ୍ଡ ଆଗରେ ହାର ମାନିଲା ହାଇଦର

ଭୁବନେଶ୍ୱର: ତେଲେଙ୍ଗାନାରେ ହାଇଦରକୁ କାବୁ କରିବାକୁ କଟକରୁ ଯାଇଥିଲେ ୨ଜଣିଆ ଟିମ୍ । ହାଇଦରକୁ କାବୁ କରିଥିବା ଟିମରେ ଥିଲେ ବାଦାମବାଡି ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର । ହାଇଦରକୁ ଗିରଫ କରିବା ପଛରେ ଇନ୍ସପେକ୍ଟର ରଶ୍ମିରଞ୍ଜନଙ୍କର ରହିଛି ବଡ଼ ଭୂମିକା | ଜାହିରାବାଦରେ ଜଣେ

ସୀମାନ୍ତ ଜିଲ୍ଲାରେ ଶନି ଓ ରବି ଟିକାକରଣ ବନ୍ଦ

ଭୁବନେଶ୍ବର : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ

କୁମ୍ଭମେଳାରୁ ଫେରିଥିଲେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ବେଙ୍ଗାଲୁରୁ: କର୍ଣ୍ଣାଟକର କରୁନାହାନ୍ତି ସଂକ୍ରମଣ 11 ଲକ୍ଷ ମାର୍କ ଅତିକ୍ରମ କରିଥିବାରୁ ରାଜ୍ୟ ସରକାର ଶୁକ୍ରବାର ହରିଦ୍ୱାରର ମହା କୁମ୍ଭମେଳାରୁ ଫେରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ COVID-19 ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟ

ଦେଶରେ ୨ ଲକ୍ଷ ୧୭ ହଜାର ୩୫୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨.୧୭, ୩୫୩ ଜଣ ସଂକ୍ରମିତ ଚିହ୍ନଟ । ସେହିଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ

ସିବିଆଇ ପୂର୍ବତନ ନିର୍ଦ୍ଦେଶକଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ କରୋନାରେ ମୃତ୍ୟୁ ହୋଇଛି । ୬୮ ବର୍ଷୀୟ ସିହ୍ନା ଶୁକ୍ରବାର ଭୋର ୪.୩୦ରେ ଶେଷ୍ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୪ ବ୍ୟାଚର ଆଇପିଏସ ହେଉଛନ୍ତି ଶ୍ରୀ ସିହ୍ନା । ୨୦୧୨ ନଭେମ୍ୱର ୨୨ରେ ୨ ବର୍ଷ ପାଇଁ ତାଙ୍କୁ ସିବିଆଇ ମୁଖ୍ୟ

୧୨୦ ଘଣ୍ଟାର ହାଇଦର କାହାଣୀ ବଖାଣିଲେ ସିପି

*୧୨୦ଘଣ୍ଟାର ଅପରେସନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲା | * ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ | *ଧରମ ପୁଅ ଇସ୍ତିଆକ ଖାନ ଓ ସହଯୋଗୀ ଚିକୁ ରଚିଥିଲେ ଷଡ଼ଯନ୍ତ୍ର | *୭ ଜଣ ସହଯୋଗୀଙ୍କୁ ମଧ୍ୟ କରାଯାଉଛି ପଚରାଉଚରା |