Odia News Portal
Monthly Archives

April 2021

ସ୍ୱଳ୍ପକାଳୀନ ବଦଳ : ଅକ୍ଷରଙ୍କ ସ୍ଥାନରେ ମୁଲାନି

ନୂଆଦିଲ୍ଲୀ : ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ (ଆପିଏଲ)ରେ ଅକ୍ଷର ପଟେଲଙ୍କ ସ୍ଥାନରେ ଶ୍ୟାମ ମୁଲାନି ପ୍ରଥମ କୋଭିଡ-19 ସ୍ଥାନାନ୍ତର ହୋଇଛନ୍ତି ।ପଟେଲଙ୍କ ସ୍ଥାନରେ ସ୍ୱଳ୍ପକାଳୀନ ବଦଳ ଭାବରେ 24 ବର୍ଷୀୟାଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ ରାଜଧାନୀ ଦ୍ୱାରା ରୋପ୍ କରାଯାଇଛି ।

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସିରାଗୁଡାରେ  ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ବାଇକକୁ ପିଟିଲା ଟ୍ୟାଙ୍କର  । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ଭି କରାଯାଇଛି । ମାଲକାନଗିରି ଜିଲ୍ଲା

ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି | 08646 ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ 16.04.2021 ରୁ 30.04.2021 ମଧ୍ୟରେ ପ୍ରତ୍ୟହ ସକାଳ ୮

କାଲିଠୁ ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ

*୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ | *୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ | *୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ | * କର୍ଫ୍ୟୁ ସମୟରେ ଜାରି ରହିବ ଅତ୍ୟାବଶ୍ୟକୀୟ ସେବା |

ଶନି, ରବି କର୍ଫ୍ୟୁ ଲଗାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନୂଆ କଟକଣା ଜାରି କରିଛନ୍ତି । ଏଣିକି ଶନିବାର ଓ ରବିବାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଜାରି ହେବ ଏବଂ ସମସ୍ତ ଦୋକାନ,ବଜାର,ଯାତାୟତ ଆଦି ବନ୍ଦ ରହିବ । କରୋନା ସଂକ୍ରମଣକୁ ଦେଖି ଦିଲ୍ଲୀ