Odia News Portal
Monthly Archives

April 2021

ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ…

ଭୁବନେଶ୍ବର: ନିଜ ଶିଶୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗର୍ଭବତୀ ମହିଳାଙ୍କୁ ବିଶେଷକରି ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ।ମୁଖ୍ୟତଃ ଗର୍ଭାବସ୍ଥାରେ ସମସ୍ତେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଶେଷ ଭାବେ ପସନ୍ଦ କରିଥାନ୍ତି। କିନ୍ତୁ ଗର୍ଭାବସ୍ଥାରେ କେଉଁ ସବୁ ଖାଦ୍ୟ ଖାଇଲେ

ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଭର୍ଚୁଆଲ୍ ମୋଡ୍ ରେ ଓଡ଼ିଶାବାସୀଙ୍କ ଉଦେ୍ଦଶ୍ୟରେ ୪୭ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।ଏହି ନୂତନ ଆମ୍ବୁଲାନ୍ସଗୁଡ଼ିକୁ ଉତ୍ସର୍ଗ କରି

ଆରସିବିର ଆଉ ଏକ ରୋମାଞ୍ଚକର ବିଜୟ

ଚେନ୍ନାଇ: ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଭଲ ସମୟ ଚାଲିଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି କ୍ରମାଗତ ଦୁଇଟି ମ୍ୟାଚ୍ ଜିଣି ଟେବୁଲ୍ ଶୀର୍ଷରେ ରହିଛି । ଆଜି ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ଆରସିବି । ଆରସିବିର ଘାତକ ବୋଲିଂ ଆଗରେ

ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହାଇଦ୍ରାବାଦ-ବାଙ୍ଗାଲୋର

ଚେନ୍ନାଇ: ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛି ବାଙ୍ଗାଲୋର ଦଳ । ଉଭୟ ଦଳ ଏହି

ପିପିଲିରେ ଘୋଷଣା ହେବ ସାନି ଉପନିର୍ବାଚନ ତାରିଖ

*ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପଦକ୍ଷେପ | *ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ | *ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ସୂଚନା |

ବାବର ବିଶ୍ବର ନଂ୧ ଦିନିକିଆ ବ୍ୟାଟ୍ସମ୍ୟାନ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ହଟାଇ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ବିଶ୍ବର ନଂ୧ ଏକଦିବସୀୟ ବ୍ୟାଟ୍ସମ୍ୟାନ ମାନ୍ୟତା ପାଇଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକା  ଅନୁସାରେ ୮୬୫ ପଏଣ୍ଟ ପାଇ ବାବର ୧ ନମ୍ବର ସ୍ଥାନରେ