Odia News Portal
Monthly Archives

April 2021

ବଡ ସଫଳତା, ଅଲିମ୍ପିକ୍ ଚାମ୍ପିୟନକୁ ଦାବିଲା ଭାରତ

ବ୍ୟୁନସ୍ ଆୟର୍ସ: ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନାକୁ ଧୂଳି ଛଟାଇଛି ଭାରତ । ଚଳିତ ଏଫଆଇଏଚ୍ ପ୍ରୋ ହକି ଲିଗରେ ଏଠାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ହକି ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୦ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ

ଶ୍ରୀମନ୍ଦିର ପରିକ୍ରମାକୁ ଖିମଜୀର ୧୧ ଲକ୍ଷ ସହାୟତା

ଭୁବନେଶ୍ୱର: ଆଜି ଖିମଜୀ ଫାଉଣ୍ଡେସନର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତଖିମଜୀ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଚେକ୍ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. କ୍ରିଷ୍ଣନ୍ କୁମାରଙ୍କୁ ପ୍ରଦାନ

ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିବନ୍ଧକ

ଭୁବନେଶ୍ୱର : ସରକାରୀ ନିର୍ଦ୍ଦେଶ ଅନୁଯାୟୀ କରୋନା ଜୀବାଣୁ ବିସ୍ତାର ନହେବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପଦକ୍ଷେପ ନିଆଯାଇଅଛି | ଯାତ୍ରୀ ଭିଡ଼ର ପ୍ରଭାବଶାଳୀ ପରିଚାଳନା ଏବଂ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ଏକ ନମ୍ବର ପ୍ଲାଟଫର୍ମ

ଭାରତକୁ ମିଳିଲା ସ୍ପୁଟନିକ-ଭି ଟିକା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେ ଟପିଲାଣି ।ଆଉ ଏଭଳି ସ୍ଥିତିରେ ଆସ୍ୱସ୍ଥିକର ଖବର ଆଣିଦେଇଛି ଟିକା । ଭାରତକୁ ମିଳିଛି ସ୍ପୁଟନିକ-ଭି ଟିକା ପାଇଁ ମଞ୍ଜୁରୀ । ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନ କରିଛନ୍ତି

ରାଜଧାନୀରେ ହେବ ସ୍ୱତନ୍ତ୍ର କ୍ୟାନ୍‌ସର ହସ୍ପିଟାଲ

*କ୍ୟାବିନେଟ୍‌ର ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର | *୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ କ୍ୟାନ୍‌ସର ହସ୍ପିଟାଲ | *ଭୁବନେଶ୍ୱରରେ ପାଲିଏଟିଭ୍ କେୟାର ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି | *ଉଭୟ ହସ୍ପିଟାଲ ନିର୍ମାଣ ପାଇଁ ବାଗଚି ଦମ୍ପତି ପ୍ରଦାନ କରିବେ ମୋଟ ୩୪୦…

ଅଜିତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । |କରୋନାରେ ପୀଡ଼ିତ ଅଜିତ ଆପୋଲୋ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି| ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଜିତ ମଙ୍ଗରାଜଙ୍କ ଭାଇଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ