Odia News Portal
Monthly Archives

April 2021

୧୫ ସହରରେ ତାତି ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ଆଜି ତାତିର ମାତ୍ରା କିଛିଟା ହ୍ରାସ ପାଇଥିିଲେ ହେଁ ତାଳଚେର ଓ ଅନୁଗୁଳରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଆଜି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ଆଜି ତାଳଚେର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରି ରହିଥିବା ବେଳେ

ଓଡ଼ିଶା ଟିକସ ଭାଗରେ ୨୦୮୩ କୋଟି

ଭୁବନେଶ୍ବର : କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାୟ ୪୫ ହଜାର କୋଟିର ଅତିରିକ୍ତ ଟିକସ ଭାଗ ପ୍ରଦାନ କରିଛନ୍ତି । ଏହା ୨୦୨୦-୨୧ର ସଂଶୋଧିତ ଅଟକଳ ତୁଳନାରେ ୮.୨ ପ୍ରତିଶତ ଅଧିକ । ୨୦୨୦-୨୧ର ସଂଶୋଧିତ ଅଟକଳ ଅନୁସାରେ ରାଜ୍ୟମାନଙ୍କୁ ୫ ଲକ୍ଷ ୪୯ ହଜାର

ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ‘ଓଡ଼ିଶା ଦିବସର ଶୁଭେଚ୍ଛା’

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଭିଡିଓ ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏବେ ଶାନ୍ତି ଓ ବିକାଶର ନୂଆ ପରିଚୟ ହୋଇଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିକାଶର

ବୀର ଓଡ଼ିଆ ଜାତି କେବେ ମୁଣ୍ଡ ନୁଆଇଁ ନଥିଲା

ପଶ୍ଚିମବଙ୍ଗ/ଭୁବନେଶ୍ୱର : ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏକ ମହାନ ଲକ୍ଷ୍ୟ ଓ ଉଦେ୍ଦଶ୍ୟ ରଖି ମହାପୁରୁଷମାନେ ସୀମା ହୀନ, ଜାତିହୀନ ଓ ଭାଷାହୀନ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ । ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ

ବିଧାୟକ ଡ଼.ବ୍ୟୋମକେଶ ରାୟଙ୍କୁ ଡକ୍ଟରେଟ୍ ଉପାଧି

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟ ପାଳୁଛି ୫୦ତମ ସମାବର୍ତ୍ତନ ଉତ୍ସବ | ଏହି ଅବସରରେ ଆଜି ପ୍ରଥମ ଦିନରେ ପାଳିତ ହୋଇଛି ଉପାଧି ବିତରଣ ଉତ୍ସବ | ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ ,

ରଜନୀକାନ୍ତଙ୍କୁ ସମ୍ମାନଜନକ ‘ଦାଦାସାହେବ ଫାଲ୍‌କେ ପୁରସ୍କାର’

ନୂଆଦିଲ୍ଲୀ: ସାଉଥ୍ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ଏ ବର୍ଷର ସମ୍ମାନଜନକ ‘ଦାଦାସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଛନ୍ତି । ଭାରତୀୟ ଚଳଚ୍ଚିତ୍ରର ଜନକ ଧୁନ୍ଦିରାଜ୍‌ ଗୋବିନ୍ଦ ଫାଲ୍‌କେଙ୍କ ନାମରେ ନାମିତ ଏହି