Odia News Portal
Monthly Archives

April 2021

ଟି-୨୦ ବିଶ୍ୱକପ୍ : ୟୁଏଇ ବିକଳ୍ପ ସ୍ଥାନ

ନୂଆଦିଲ୍ଲୀ : ଆଇସିସି ଟି -20 ବିଶ୍ୱକପକୁ ହେବାକୁ ପାଞ୍ଚ ମାସ ଥିବାବେଳେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଇଭେଣ୍ଟ ପାଇଁ ବିକଳ୍ପ ସ୍ଥାନ ଭାବରେ ଷ୍ଟାଣ୍ଡବାଇରେ ରଖାଯାଇଛି। କିଛି ଦିନ ହେବ ଭାରତରେ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ବର୍ତ୍ତମାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ

ଭୁବନେଶ୍ୱର :   ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏମ୍‌.ଜି.ଏମ୍‌ ମିନେରାଲ୍‌ସ୍‌ ଲିଃ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା

ପିପିଲି ଉପନିର୍ବାଚନକୁ ନେଇ ୩ଦଳର ରାଜନୀତି

ଭୁବନେଶ୍ୱର: ଏବେ ନହେଉ ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନକୁ ନେଇ କିଛି ଏମିତି ଦାବି ରଖିଛି କଂଗ୍ରେସ ଦଳ | ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ୍ ଜରିଆରେ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇ ନୁହେଁ ।

ବିଜେଡ଼ିରେ ମିଶିଲେ ୪ପଞ୍ଚାୟତର କଂଗ୍ରେସ କମିଟି ସଭାପତି

ପିପିଲି: ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର

ବିଳମ୍ବିତ ହେବ ଟିକାକରଣ !

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ଟିକାକରଣ ସାମାନ୍ୟ ବିଳମ୍ବିତ ହୋଇପାରେ । ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ କୋୱିନ

ନିର୍ବାଚନ ବିଜୟ ଶୋଭାଯାତ୍ରାରେ ଲାଗିଲା ରୋକ୍

ନୂଆଦିଲ୍ଲୀ: କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପକୁ ଦେଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନରେ ବିଜୟ ପରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ । ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ