Odia News Portal
Monthly Archives

May 2021

ଜୁଲାଇରେ ସିବିଏସ୍ଇ ୧୦ମ ରେଜଲ୍ଟ

ନୂଆଦିଲ୍ଳୀ : ବିଭିନ୍ନ ରାଜ୍ୟରେ କୋଭିଡ-୧୯ ମହାମାରୀ ଲାଗି ଜାରିରହିଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୧୦ମ ବୋର୍ଡ ପରୀକ୍ଷା ଫଳ ଜୁନ ୨୦ରେ ପ୍ରକାଶିତ ହେବ ନାହିଁ । ପରିବର୍ତ୍ତିତ ସିଡ୍ୟୁଲ ଅନୁସାରେ ପରୀକ୍ଷା ଫଳ ଜୁଲାଇ

କୋଭିଡ ପରିଚାଳନାରେ ସୋଆ ଏନଏସଏସର ୬୪ ସ୍ୱେଚ୍ଛାସେବୀ

ଭୁବନେଶ୍ୱର : କୋଭିଡ୍ ଚିକିତ୍ସା ସହ କୋଭିଡ ମୁକାବିଲା ପରିଚାଳନାରେ ବି ସକ୍ରିୟ ଭୂମିକା ନିଭାଉଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ । ରାଜଧାନୀ ସହ କିଛି ଜିଲ୍ଲାରେ କୋଭିଡ୍ ହସ୍ପିଟାଲର ପରିଚାଳନା ସହ ସଂପୃକ୍ତ ସୋଆ ବିଭିନ୍ନ ଜିଲ୍ଲାରେ କୋଭିଡ ପରିଚାଳନାରେ ମଧ୍ୟ ସାମିଲ

ମହାବିଦ୍ୟାଳୟ ଜମିଜମା ସମସ୍ୟାର ସମାଧାନ ଜରୁରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.

ଜାଣନ୍ତୁ ୨ ସପ୍ତାହର ତାଲାବନ୍ଦ୍ ଅବଧିରେ କଣ ରହିବ ଖୋଲା…

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆଉ ୨ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଲକଡାଉନ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ତେବେ ଲକଡାଉନ୍ ସମୟରେ ମାଲ୍ ପରିବହନ ଉପରେ

ଜୁନ ୧ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଅବଧି । ଓଡିଶାରେ କରୋନା ସଂକ୍ରମଣ ବଢୁଥିବା ସମୟରେ ଲକଡାଉନର ଅବଧିକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ ମିଟ୍ ରେ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ,

ସ୍ଵାମୀଙ୍କ ମୃତ୍ୟୁ ପରେ ମହିଳାଙ୍କୁ ସାହାଯ୍ୟର ହାତ ବଢାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ

ଭୁବନେଶ୍ବର: ସ୍ଵାମୀଙ୍କ ମୃତ୍ୟୁ ପରେ ବୃଦ୍ଧା ମହିଳାଙ୍କୁ ସାହାଯ୍ୟର ହାତ ବଢାଇଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ।ରବିବାର ରାତିରେ ଟ୍ରେନ ଯାତ୍ରା ସମୟରେ ବୃଦ୍ଧାଙ୍କ ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଟ୍ରେନ୍ ଖୋର୍ଦ୍ଧା ନିକଟରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା । ସୂଚନା

ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ୧୯ରୁ ଆରମ୍ଭ ହେବ ଚିକିତ୍ସା

ପୁରୀ: ରାଜ୍ୟରେ କରୋନା ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ମେ ୧୯ରେ ପିପିପି ମୋଡରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ଏକ ନୂତନ କୋଭିଡ ହସ୍ପିଟାଲର ଉଦଘାଟନ କରିବାକୁ ପ୍ରସ୍ତୁତ ହୋଇଛି। ସମ୍ ହସ୍ପିଟାଲ ଏହି ପ୍ରକଳ୍ପ

ଭାକସିନ୍ ନେବା ପରେ ଦେଖାଯାଉଛି ଏହି ସବୁ ଗମ୍ଭୀର ସମସ୍ୟା

ନୂଆଦିଲ୍ଲୀ: କୋଭିଡ୍ ଭାକସିନ୍ ନେବା ପରେ କିଛି ବ୍ୟକ୍ତିଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଅଭିଯୋଗ କରୁଛନ୍ତି । ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଭାକସିନ୍ ନେଇଥିବା କିଛି ବ୍ୟକ୍ତିଙ୍କଠାରେ ବ୍ଲଡ୍ କ୍ଲଟ୍ ସମସ୍ୟା ଦେଖାଦେଇଥିଲା । ଭାରତରେ କୋଭିସିଲ୍ଡ ଟିକା ନେବା ପରେ