Odia News Portal
Monthly Archives

May 2021

ନବୀକରଣ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ୱର୍ଗଦ୍ୱାର

ପୁରୀ: ପୁରୀର ସଦ୍ୟ ନୂତନ ନବୀକରଣ ହୋଇଥିବା ସ୍ୱର୍ଗ ଦ୍ୱାର ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ବହୁ ସମ୍ମାନିତ ସ୍ୱର୍ଗ ଦ୍ୱାର ଗତ ବର୍ଷ ପ୍ରଶାସନ ଦ୍ୱାରା ପୁନଃ ବିକାଶ ପାଇଁ ବନ୍ଦ ହୋଇଯାଇଥିଲା | ପୁନଃ ନିର୍ମାଣରେ ଏହା ଆଧୁନିକ ଶ୍ମଶାନରେ ରୂପାନ୍ତର ହୋଇଛି | ଜିଲ୍ଲାପାଳ ସମର୍ଥ

ମମତା ବାନାର୍ଜୀଙ୍କ ଭାଇ ଅସୀମ ବାନାର୍ଜୀଙ୍କ କରୋନାରେ ପରଲୋକ

ପଶ୍ଚିମବଙ୍ଗ: ଦେଶରେ କରୋନା ମହାମାରୀ ଧିରେ ଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି ।ଦୈନିକ ଲକ୍ଷେ ସଂକ୍ରମିତ ସଂଖ୍ୟା ସାମ୍ନାକୁ ଆସୁଥିବା ସମୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ଆଉ ଏହି ସମୟରେ ପଶ୍ଚିମବଙ୍ଗରୁ ଆସିଛି ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ ମମତା

ବେଲଗାମ୍ କରୋନା: ଦିନକରେ ୧୧୮୦୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୬୧୧ ଜଣ

ଟିକା ପାଇଁ ବିଶ୍ୱସ୍ତରୀୟ ଇ-ଟେଣ୍ଡର ଜାରି

ଭୁବନେଶ୍ବର: ରାଜ୍ୟ ଔଷଧ ନିଗମ କରୋନା ଟିକା ଯୋଗାଣ ପାଇଁ ଯୋଗ୍ୟ ବିଡରଙ୍କ ଠାରୁ ଇ-ଟେଣ୍ଡର ପୋର୍ଟାଲ୍ (https://tendersodisha.gov.in) ମାଧ୍ୟମରେ ୩ କୋଟି ୮୦ ଲକ୍ଷ ଡୋଜ୍‌ ଟିକା କିଣିବା ଲାଗି ଅନଲାଇନ୍ ଗ୍ଲୋବାଲ୍ ବିଡ୍ ଘୋଷଣା କରିଛି । ବିଡିଂ ପ୍ରକ୍ରିୟା ସହିତ ଜଡିତ ସମସ୍ତ ସୂଚନା

ତଉକତେ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତଉକତେର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା

ଜୁନ୍ ୧୦ ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ସବୁ ବର୍ଷ ଜୁନ୍ ମାସର ମଧ୍ୟ ଭାଗରୁ ଶେଷ ଭାଗ ଆଡେ ମୌସୁମୀ ଆଗମନ ହେଉଥିବା ବେଳେ ଚଳିତ ବର୍ଷ ଶୀଘ୍ର ଆସିବାକୁ ଯାଉଛି ମୌସୁମୀ ବର୍ଷା । ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ଆସନ୍ତା ଜୁନ୍ ୧୦ ରେ ଓଡ଼ିଶା ଛୁଇଁବ ଚଳିତ ବର୍ଷର ପ୍ରଥମ ମୌସୁମୀ ଜଳବାୟୁ । ନିର୍ଦ୍ଧାରିତ ସମୟ

ଆଜି ପବିତ୍ର ଅକ୍ଷୟ ତୃତୀୟା,ଜାଣନ୍ତୁ ଏହି ଦିନର ମହତ୍ତ୍ଵ…

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଏହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଚଳିତ ବର୍ଷ