Odia News Portal
Monthly Archives

May 2021

ଇଦ୍ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପବିତ୍ର ଭାଇଚାରାର ପର୍ବ ଇଦ୍ ଅବସରରେ ଆଜି ମାସକ ଯାକ ରଖିଥିବା ରୋଜା ଉପବାସ ଭାଙ୍ଗି ଇଦ୍ ପାଳିଥାନ୍ତି ମୁସଲମାନ ଭାଇ ଭଉଣୀ । ଚଳିତ ବର୍ଷ କରୋନା ମଧ୍ୟରେ ଦେଶରେ ଇଦ୍ ପାଳନ କରାଯାଉଛି। ଘରେ ରହି ନମାଜ ପାଠ ସହ ଇଦ୍ ଉତ୍ସବ ପାଳନ କରାଯାଉଛି ।

ଆଜି ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ ଟଙ୍କା’ପଠାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା ।ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କୁ ‘କାଳିଆ ସହାୟତା ରାଶି ପ୍ରଦାନ କରିବେ । କୃଷକ ଦିବସ ଓ ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସହାୟତା ରାଶି

କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗୀରକୁ ଦୁଇ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗୀର

କରୋନା ସଂକ୍ରମିତ ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନ । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ ।ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଅ ।ସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଅ ।ତ୍ମ ସମର୍ପଣ

ମହାରାଷ୍ଟ୍ରରେ ବଢ଼ିଲା ଲକ୍ ଡାଉନ୍ ଅବଧି

ମୁମ୍ବାଇ: ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା ଜାରି କରାଯାଇଛି । ଏହାକୁ ଜୁନ ପହିଲା ସକାଳ ୭ଟା ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ ସରକାର । ସେହିଭଳି ରାଜ୍ୟରେ ପ୍ରବେଶର ୪୮ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟକୁ

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ୱାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ବର: ୪ଜିଲ୍ଲାରେ ବଢ଼ିବ ବେଡ ସଂଖ୍ୟା । ସମ୍ବଲପୁର, ସୁନ୍ଦରଗଡ, ଝାରୁସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର