Odia News Portal
Monthly Archives

June 2021

ନନ୍ଦନକାନନ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସୁରଙ୍କ ପ୍ରେସମିଟ୍‌

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଦାରୁଠେଙ୍କରେ ଜଟଣୀ ବିଧାୟକ ଏକ ପ୍ରେସମିଟର ଆୟୋଜନ କରିଛନ୍ତି । ନନ୍ଦନକାନନ ଅଞ୍‌ଚଳର ବିଭିନ୍ନ ସମସ୍ୟା ନେଇ ପ୍ରେସମିଟ୍ ଆୟୋଜନ କରିଥିବାର ଦେଖିବାକୁ ମିଳିଛି । ଜଳ ସମସ୍ୟାଠାରୁ ଆରମ୍ଭ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଲା ଲାଗି ସେ ଏକ

ତିନିଦିନିଆ ଲଦାଖ ଗସ୍ତରେ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ । ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ସୀମାରେ ଥିବା ପ୍ରସ୍ତୁତି ଉପରେ ନଜର ରଖିବେ। ଏଥି ସହିତ ରାଜନାଥ ସିଂ ଲଦାଖରେ ପହଁଚିବା ପୂର୍ବରୁ ଜମ୍ମୁର

ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ମାତ୍ର ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା କଲା ଦୁର୍ବୁତ୍ତ । ମୃତକଙ୍କ ଭାଇଙ୍କ କହିବା ହେଲା ସାହିର ଜଣେ ବ୍ୟକ୍ତି ହଠାତ୍ ଘର ଭିତରକୁ ପଶିଆସି ଡକ୍ଟର ଧୃବରାଜ ନାଏକଙ୍କ ସ୍ତ୍ରୀ ଓ ଝିଅଙ୍କୁ ଶହେ ଟଙ୍କା ମାଗିଥିଲା । ସେମାନେ ପଇସା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୃବରାଜ ନାୟକଙ୍କୁ ହତ୍ୟା ଅଭିଯୋଗ । ଲଇକେରା ଥାନା ସରଗିଗୁଡ଼ା ବାସଭବନରେ ଆକ୍ରମଣ କରାଯାଇଥିଲା । ତେବେ ଆଜି ଝାରସୁଗୁଡ଼ା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ତେବେ ତାଙ୍କୁ

ଏକାକୀ ନିର୍ବାଚନ ଲଢ଼ିବ ବିଏସପି

ୟୁପି: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏକାକୀ ନିର୍ବାଚନ ଲଢ଼ିବ ବିଏସପି । ଆଜି ଏନେଇ ସୂଚନା ଦେଇଛନ୍ତି ବିଏସିପି ମୁଖ୍ୟ ମାୟାବତୀ । ଉତ୍ତର ପ୍ରଦେଶରେ ଏମଆଇଏମଏମ ସହ ମିଶି ବିଏସପି ନିର୍ବାଚନ ଲଢ଼ିବ ବୋଲି ଖବର ପ୍ରସାରଣ ହେଉଥିଲା । ଏପରିକି ଏହି ଖବରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର

କମିଶନରେଟ ପୋଲିସର ଜୋରଦାର ପାଟ୍ରୋଲିଂ

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଥିଲା । ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ସମସ୍ତ ଥାନା ଆଇଆଇସି, ଜୋନ୍ ଏସିପି, ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ସମସ୍ତ ଥାନା

ଜମ୍ମୁ ଏୟାରପୋର୍ଟ ନିକଟରେ ବିସ୍ଫୋରଣ, ୨ ଯବାନ ଆହତ

ଜମ୍ମୁ-କାଶ୍ମୀର: ଜାମ୍ମୁର ଏୟାରଫୋର୍ସ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଜାମ୍ମୁ କାଶ୍ମୀରରୁ ନେଇ ଦିଲ୍ଲୀ ଯାଏଁ ସୁରକ୍ଷା ବାହିନିର ନିଦ ହଜେଇ ଦେଇଛି। ଏହା ଆତଙ୍କୀ ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଏକ ଆତଙ୍କୀ ଆକ୍ରମଣ ଥିଲା କି ଅନ୍ୟ କୌଣସି

ପଢ଼ନ୍ତୁ ମନ୍ କି ବାତ କାର୍ଯ୍ୟକ୍ରମରେ କଣ କହିଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତ୍ ର ୭୮ତମ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ ଅଭିଯାନ, ନୂଆ ଡ଼େଲଟା ପ୍ଲସ ଭେରିଆଣ୍ଟ ସମେତ ବିଭିନ୍ନ ତଥ୍ୟ ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଆଜି ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ପ୍ରଥମେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା

ଭୁବନେଶ୍ୱରରେ ୯୯ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ଦିନକୁ ଦିନ ପେଟ୍ରୋଲ ଦର ଆକାଶ ଛୁଆଁ ହେବାକୁ ବସିଲାଣି । ଆଜି ରାଜଧାନୀ ଭୁବନେଶ୍ୱରରେ ୯୯ ଟଙ୍କା ୨୪ ପଇସା ରହିଛି ପେଟ୍ରୋଲ ଦର । ସେପଟେ ଡିଜେଲ ଦର ମଧ୍ୟ ବଢ଼ିଥିବା ଦେଖିବାକୁ ମିଳୁଛି । ଡିଜେଲ ଲିଟର ପିଛା ୯୬ ଟଙ୍କା ୮୮ ପଇସା ରହିଛି । ତେବେ ଭୁବନେଶ୍ୱରରେ ଦିନେ କିମ୍ବା

ବିଜେଡି ମହିଳା ଶାଖାର କର୍ମକର୍ତ୍ତା ନୁଯୁକ୍ତ, ପଢ଼ନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଜବାଜ ହୋଇଛି ବିଜେଡ଼ି । ଗତକାଲି ୩୦ଟି ଯାକ ଜିଲ୍ଲା ଲାଗି ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଆଜି ମହିଳା କମିଟି ଗଠନ ହୋଇଛି । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ,