Odia News Portal
Monthly Archives

June 2021

କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ

ଭୁବନେଶ୍ୱର: କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର‌୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍ ଦେବାର କ୍ଷମତା ରଖିଛି।

ଯୌନ ଶୋଷଣର ଶିକାର ହେଲେ ମହିଳା ଡାକ କର୍ମଚାରୀ

ସମ୍ବଲପୁର: ଦିନକୁ ଦିନ ବଢ଼ିବାରେ ଲାଗି ଯୌନ ଶୋଷଣ ମାମଲା । କିଛିକ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଏହା କମିବାର ନାଁ ଧରୁନି । କେତେବେଳେ ନାବାଳିକା ଯୌନ ଶୋଷଣ ହେଉଛନ୍ତି ତ ଆଉ କେତେବେଳେ ବୃଦ୍ଧାଙ୍କୁ

ଆଇଟି ମିନିଷ୍ଟରଙ୍କ ଆକାଉଣ୍ଟକୁ ଘଣ୍ଟେ ପାଇଁ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା ଟ୍ୱିଟର । ଏନେଇ ରବିଶଂକର ପ୍ରସାଦ କହିଛନ୍ତି କି ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟ

କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି

ପୁରୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି । ଅଲାରନାଥରେ ଶ୍ରୀଜିଉଙ୍କ ଅଣସର ନୀତି ଚାଲିଛି । କଟକଣା ଲାଗି ବିନା ଭକ୍ତରେ ଚଳିତବର୍ଷ ନୀତି କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅଲାରନାଥ ମନ୍ଦିରରେ ଲାଗୁଥିଲା ପ୍ରବଳ ଭିଡ଼ । ମାତ୍ର ଚଳିତ ବର୍ଷ

ସମାଧାନ ହେଲା ସମସ୍ୟା, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଅପରାଜିତା

ଭୁବନେଶ୍ୱର: ସାମାନ୍ୟ ବର୍ଷା ହେଲେ ରାଜଧାନୀ ହୋଇ ଯାଉଛି ଜଳମଗ୍ନ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନୟାପଲ୍ଲୀ ଅଞ୍ଚଳର ଜଳ ନିଷ୍କାସନ ଲାଗି ୧୨୦ ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ଲାଗି ସ୍ଥାନୀୟ ଲୋକେ ସାଂସଦଙ୍କୁ ଜଣାଇଥଲେ । ଏନେଇ ପ୍ରତିରକ୍ଷା

ଓଡ଼ିଶାରେ ଡେଲଟା ପ୍ଲସ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭେରିଆଣ୍ଟ । ପ୍ରଥମ ଥର ଲାଗି ଓଡ଼ିଶାରୁ ଚିହ୍ନଟ ହୋଇଛି । ସମଗ୍ର ଦେଶରେ ୪୮ ଡେଲଟା ପ୍ଲସ କେସ ଥିବା ବେଳେ ଓଡ଼ିଶାରୁ ଗୋଟିଏ ଚିହ୍ନଟ । ଦେବଗଡ଼ରୁ ପ୍ରଥମ ଡେଲଟା ପ୍ଲସ ଚିହ୍ନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ଆଜି

ଏଥର କୌଣସି ସ୍କୁଲ ରେଜଲ୍ଟ ଶୂନ ହୋଇନାହିଁ

କଟକ: ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ରେଜଲ୍ଟ । ମୋଟ ୫,୭୪,୧୨୫ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୫,୬୨,୦୧୦ ଜଣ ପାସ କରିଛନ୍ତି । ଏଥର କୌଣସି ସ୍କୁଲ ରେଜଲ୍ଟ ଶୂନ ହୋଇନାହିଁ ୭୭୦୩ ଜଣ ଛାତ୍ର ଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି ।

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶୋପିଆଁର ହାଜୀପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀର ପରିଚୟ ମିଳିନାହିଁ। ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା

ପ୍ରକାଶ ପାଇଲା ମେଟ୍ରିକ ରେଜଲ୍ଟ, ୯୭.୮୯ ପ୍ରତିଶତ ପାସ ହାର

କଟକ: ପ୍ରଥମଥର ଲାଗି ବିନା ପରୀକ୍ଷାରେ ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । କଟକ ବୋର୍ଡ଼ ଅପେକ୍ଷାରେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ । ରେଜଲ୍ଟ ଜାଣିବା ଲାଗି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ପାଖାପାଖି ସଢ଼େ ୬ ଲକ୍ଷଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରିବୋର୍ଡ ଓ

ଓଡ଼ିଶା ହେବ ବସ୍ତି ମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯିବ ଉନ୍ନତିକରଣ

ଭୁବନେଶ୍ୱର: ବସ୍ତି ବାସିନ୍ଦା ଲାଗି ଖୁସି ଖବର । ଓଡ଼ିଶା ହେବ ବସ୍ତି ମୁକ୍ତ । ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ପ୍ରକାରର ସୁବିଧା । ୨୯୯୨ ବସ୍ତିର ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନବସତି ଭଳି ବସ୍ତି