Odia News Portal
Monthly Archives

June 2021

ପୋଲିସ ବାବୁଙ୍କ ଦବଙ୍ଗଗିରି, ଅଭିଯୋଗ ରଖିବା ପରିବର୍ତ୍ତେ ବାଡ଼େଇଲେ

ନୟାଗଡ଼: ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଦେଖାଇଛନ୍ତି ଖାକି ବର୍ଦ୍ଦିର ଗରମ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ରଖିବା ପରିବେର୍ତ୍ତ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଅଞ୍ଚଳର ଦାଶରଥୀ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବା ରାମଦେବ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ଓ ଏଲୋପାଥି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। ଦେଶବ୍ୟାପୀ ତାଙ୍କ ବିରୋଧରେ ଏତଲା ଦିଆଯିବା ପରେ ବିବ୍ରତ ରାମଦେବ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ବୁଧବାର ଏକ ଯାଚିକା ମାଧ୍ୟମରେ

ଦେଶରେ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୨୧

ନୂଆଦିଲ୍ଲୀ: ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷହବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ସ୍ନାନ ବେଦୀରେ ଉଦ୍ଦିଷ୍ଟ

ପ୍ରଫେସର କରୁଣାକର ନନ୍ଦ ହେଲେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ୱର: ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିଦ୍ଦେର୍ଶକ ଭାବେ ପ୍ରାୟୋଗିକ ପଦାର୍ଥ ବିଜ୍ଞାନର ସର୍ବଶ୍ରେଷ୍ଠ ବୈଜ୍ଞାନିକ ପ୍ରଫେସର କରୁଣାକର ନନ୍ଦ ଗତ ୧୬ ତାରିଖରୁ କାର‌୍ୟ୍ୟଭାର ଗ୍ରହଣ କରିଛିନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦ୍ଦେର୍ଶକ ହେବା ପୂର୍ବରୁ ସେ ଭାରତର

ନ୍ୟୁଜିଲାଣ୍ଡ ଟେଷ୍ଟର ବେଷ୍ଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ହରାଇ ପ୍ରଥମଥର ଲାଗି ଟେଷ୍ଟରେ ବେଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ଫାଇନାଲ ମ୍ୟାଚରେ ୨ ୱିକେଟରେ ବିଜୟ ହୋଇଛି କ୍ୱିଇ ଦଳ । ପ୍ରଥମଥର ଲାଗି ଆଇସିସି ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ବେଳେ ନ୍ୟୁଜିଲାଣ୍ଡ ରେକର୍ଡ କରିଛି । ଆଜିଯାଏଁ

ପଦାରେ ପଡ଼ିଲା ସ୍ମାର୍ଟ ସିଟିର ବିକଳ ଚିତ୍ର

ଭୁବନେଶ୍ୱର: ପଦାରେ ପଡିଲା ସ୍ମାର୍ଟ ସିଟିର ବିକଳ ଚିତ୍ର । ବେଙ୍ଗ ମୁତିଲେ ଘରେ ପଶୁଛି ପାଣି । ସହର ଭାସୁଛି ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । ଅସରାଏ ବର୍ଷା ହେଲେ ବୁଡିଇଯାଉଛି ଭୁବନେଶ୍ୱରର ଅନେକ ଅଚଂଳ । ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ଦୃଶ୍ୟ । ଟିକିଏ ବର୍ଷା ହେଲେ

ନକଲି ଔଷଧ ମାମଲା: ଶିବ ପ୍ରଶନ୍ନ ଜେନା ଗିରଫ

ଭୁବନେଶ୍ୱର: ନକଲି ମେଡିସିନ ମାମଲାରେ ଗିରଫ ହୋଇଛି ଶିବ ପ୍ରଶନ୍ନ ଜେନା । ମେଡିଲଏଡ ମେଡିକାଣ୍ଟ ସଂସ୍ଥାର ମାଲିକ ହେଉଛି ଶିବ ଜେନା । ଆଜି ତାକୁ ଗିରଫ କରିଛି ଏସଟିଏଫ ଟିମ୍ । ଗତକାଲି ଶିବଙ୍କ ପତ୍ନୀଙ୍କ ସହ ଆଉ ୩ଜଣଙ୍କୁ ଗିରଫ କରାଯାଇଥିଲା । ଶିବ ଫେରାର ଥିବା ବେଳେ ଆଜି ଗିରଫ କରିଛି

ଆସନ୍ତାକାଲି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଅପରାହ୍ନ ୪ଟାରେ ମେଟ୍ରିକ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ମୁକ୍ତ ଓ ମଧ୍ୟମା ଫଳ ପ୍ରକାଶ ପାଇବ । ସଦ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ । www.bseodisha.ac.inଏହି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ ଜଣ ଆକ୍ରାନ୍ତ ଚିହ୍ନଟ