ଆଜି ପହିଲି ରଜ
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ.. ଆସିଛି ରଜର ହୁଅ ବେଗେ ସଜବାଜ । ଆଜି ହେଉଛି ପହିଲି ରଜ । ଝିଅମାନେ ସଜବାଜ ତ ହୋଇଛନ୍ତି ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଓଡ଼ିଶାର ଏହି ଗଣପର୍ବ ରଜ । କରୋନା କଟକଣା ଲାଗି ଟିକେ ଫିକା ପଡ଼ିଛି ଏହି ପର୍ବ । ତେବେ ଗାଁ ଗହଳିରେ ଲୋକେ!-->…