Odia News Portal
Monthly Archives

June 2021

ତିନିଜଣଙ୍କୁ ଆକ୍ରମଣ କଲା ମାନସିକ ବିକାର ଗ୍ରସ୍ତ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆନ୍ତର୍ଲା ଗ୍ରାମରେ ଜଣେ ବୃଦ୍ଧା ସମେତ ଦୁଇ ଜଣକୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର ଜୈନିକ ବୃଦ୍ଧା ବ୍ରାହ୍ମଣୀ ବାଗ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ଦେବଚନ୍ଦର

ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ୟୁଟ୍ୟୁବରେ ଦିଆଯିବ ଶିକ୍ଷାଦାନ । ଦିନ ୧୦ଟାରୁ ଅପରାହ୍ନ ୧ ଯାଏଁ ପାଠ ପଢ଼ିବେ ପିଲା । ସମସ୍ତ ଜିଲ୍ଲାର ଡିଇଓ ମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଇଛି । ଆସନ୍ତା ୧୮ରେ ଏନେଇ ୩୦

ଗୁଣି ସନ୍ଦେହରେ ବାପା ପୁଅଙ୍କୁ ମାରିଦେଲେ

ଗଜପତି: ଆଧୁନିକ ଯୁଗରେ ଗୁଣି ଗାରେଡ଼ି ସନ୍ଦେହ । ଗୁଣି ଗାରେଡି ସନ୍ଦେହରେ ବାପା ପୁଅଙ୍କୁ ଗାଁ ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଗାଁ ଲୋକେ ବାପା ପୁଅଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ବାପାର

ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ୍ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପାଇଁ ଚେଷ୍ଠା କରାଯାଉଛି । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବରେ କରାଯାଉଛି । ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ସ୍କୁଲ ଖୋଲିବା ପ୍ରସଙ୍ଘରେ

ବନ୍ଧାହେଲା ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ

କେନ୍ଦୁଝର: ଶାଳୀକୁ ହତ୍ୟା କରିବା ପରେ ଶାଶୁକୁ ଦୁଷ୍କର୍ମ କରି ଫେରାର ହୋଇଥିଲା ଅଭିଯୁକ୍ତ ଜ୍ୱାଇଁ । ଆଜି ପୋଲିସ ହାବୁଡ଼ରେ ଧରା ପଡିଛି ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ବଲାଣି ପୋଲିସ ଅଭିଯୁକ୍ତ ରୂପସିଂ ସିଦ୍ଧୁକୁ ଗିରଫ କରିଛି । ହତ୍ୟା କରି ଫେରାର ହେବାର ୫ଦିନ ପରେ ଆଜି କେନ୍ଦୁଝର

ଏଥର ରଜରେ ଘରେ ଘରେ ପହଞ୍ଚିବ ପିଠା

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବରେ ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଓଡ଼ିଆଙ୍କ ପ୍ରିୟ ପିଠା ପହଞ୍ଚିବ ଘରେ । ଏଥର ନିରାଡ଼ମ୍ଭର ଭାବେ ପାଳନ କରାଯିବ ରଜ ଉତ୍ସବ । ଭୁବନେଶ୍ୱର ଓଟିଡିସି ପକ୍ଷରୁ ପାଳନ ହେବ ରାଜ ଉତ୍ସବ । ରାଜଧାନୀର ପାନ୍ଥନିବାସରେ ନିରାଡ଼ମ୍ବର ଭାବରେ ପାଳନ କରାଯିବ । ତେବେ ଏଠାକୁ

ରାଜ୍ୟର ତିନିଟି ସହରରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର

ଭୁବନେଶ୍ୱର: ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ରାଜ୍ୟରେ ୩ଟି ସହରରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଯାହାକୁ ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ତେବେ ଆଜି ରାଜ୍ୟରେ ନୂଆ ଦର ଅନୁସାରେ ମାଲକାନଗିରିରେ ପେଟ୍ରୋଲ ଲିଟର

କମୁଛି କରୋନା କାୟା, ରାଜ୍ୟରେ ୪୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି । ୨ଦିନ ହେବ ୫ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ଦିଆଯିବ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ସମୟରେ ଆସିଛି ଖୁସି ଖବର । ମହାମାରୀ ଲାଗି ଛାତ୍ର ଛାତ୍ରୀଙ୍କ କ୍ଲାସ ଅନଲାଇନରେ କରାଯାଉଛି । ଏବେ କଲେଜ ଯାଇ କ୍ଲାସ କରିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ତେବେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କୁ ଦୂରଦର୍ଶନରେ ଦିଆଯିବ ଶିକ୍ଷାଦାନ । ଚଳିତ ମାସ

ଭୁବନେଶ୍ୱରରୁ ୪୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୩୫୪ ଜଣ । ଏହାକୁ ମିଶାଇ