ମୁମ୍ବାଇରେ କୋଠା ଭୁଷୁଡ଼ି ୧୧ଜଣଙ୍କ ମୃତ୍ୟୁ
ମୁମ୍ବାଇ: ମୌସୁମୀ ପ୍ରଭାବରେ ମୁ୍ମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରେ ଭୁଷୁଡ଼ି ପଡିଛି କୋଠା । କୋଠା ଭୁଷୁଡି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୁ୍ମ୍ବାଇ ପଶ୍ଚିମ ମଲାଡ କଲେକ୍ଟର କମ୍ପାଉଣ୍ଡରେ ଘଟିଛି ଏଭଳି ଘଟଣା । ଏକ ଚାରି!-->…