ଗୁଗଲ ଓ ଫେସବୁକକୁ ସଂସଦୀୟ କମିଟିର ସମନ
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆର ଜମାନା । ଫେସବୁକ ଓ ଗୁଗଲରେ ଦୁନିଆର ସବୁକିଛି ଦେଖି ହେଉଛି । ଦୂରରେ ରହିଥିବା ସାଙ୍ଗ ସହ କଥା ହେବାର ସୁଯୋଗ ଦେଉଛି ଫେସବୁକ । ସୋସିଆଲ ମିଡିଆ ମଧ୍ୟରେ ଫେସବୁକର ବେଶ ଚାହିଦା ରହିଛି । ପିଲାଠାରୁ ବୁଢ଼ା ସମସ୍ତେ ଏହି ଫେସବୁକରେ ଅଛନ୍ତି । ତେବେ ଏହି!-->…