ଦିନକରେ ୨୭୧୩ ଜୀବନ ନେଲା କରୋନା
ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୩୨,୩୬୪ ନୂଆ ଆକ୍ରାନ୍ତ । ସେପଟେ ଦିନକରେ ୨୭୧୩ଙ୍କର ଜୀବନ ନେଇଛି ମହାମାରୀ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୪!-->…