Odia News Portal
Monthly Archives

June 2021

ଆରପାରିରେ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ବିଜେଡିର ବରିଷ୍ଟ ନେତା ତଥା ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ଭାବେ ବିଜୟଲାଭ କରିଥିବା ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ସେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ

ଶ୍ରୀପୁରୁଷୋତ୍ତମ ଭକ୍ତନିବାସର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ପରିଦର୍ଶନ କରିଛନ୍ତିି । ପୁରୀ ଜେଲ୍ ରୋଡରେ ଚାଲିଥିବା ଏହି ଭକ୍ତ ନିବାସର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ତେବେ ଆଜି ସେଠାକୁ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ । ପୁରୀ ଆସୁଥିବା

ଭାସୁଛି ନବଜାତ ଶିଶୁର ମୃତଦେହ

ଭଦ୍ରକ: ପୋଖରୀରେ ଭାସୁଛି ନବଜାତ ଶିଶୁର ମୃତଦେହ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ହଳଦୀଗଡିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗୋଟିଏ ନବଜାତ ଶିଶୁକୁ କେହି ଫୋଫାଡି ଦେଇ ଚାଲିଯାଇଛି । ଏପରିକି ଶିଶୁଟିର ନାଭି ମଧ୍ୟ କଟାଇନଥିବା ଦେଖିବାକୁ ମିଳିଛି । ଶିଶୁଟି କାହାର ଏବଂ

୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ଲକ୍‌ଡାଉନରେ ଚାଲିଥିଲା ଗଞ୍ଜେଇ ଚାଲାଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରୁ ଛତିଶଗଡ଼ ଚାଲାଣ ହେଉଥିଲା ଗଞ୍ଜେଇ । କେନ୍ଦ୍ରୀୟ ସ୍କ୍ୱାର୍ଡ ହାତରେ ଧରାପଡ଼ିଗଲେ ବେପାରୀ । ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ବୁଧବାର ଏକ ଟ୍ରକ ଯୋଗେ ୬ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣକ୍ରାଯାଉଥିବା ବେଳେ

ସ୍ତ୍ରୀର ଶବ ନେଇ ଫେରୁଥିଲେ, ନିଜେ ଶବ ହୋଇଗଲେ ସ୍ୱାମୀ

ବଲାଙ୍ଗୀର: ସ୍ତ୍ରୀର ଶବ ନେଇ ଘରକୁ ଫେରୁଥିଲେ ସ୍ୱାମୀ । ବାଟରେ ଦୁର୍ଘଟଣା ଘଟିବାରୁ ଶେଷରେ ନିଜେ ହୋଇଗଲେ ଶବ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ହେଲେ ତୁରେଇକେଲା ବ୍ଲକ ଲର୍କି ଗାଁର ବିପିନ୍ ସେଠ । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ

ପ୍ରେମ, ପରକୀୟା ପ୍ରୀତି ପରେ ପ୍ରତାରଣା

କେନ୍ଦ୍ରାପଡ଼ା: ବିବାହର ୬ ବର୍ଷ ପରେ ମଧ୍ୟ ମହିଳା ପରପୁରୁଷ ପ୍ରେମରେ ପଡ଼ିଯାଇଥିଲେ । ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ହୋଇଥିଲେ ଫେରାର । ଶେଷରେ ହାତ ଛାଡ଼ିଦେଲା ପ୍ରେମିକ । ରାହା ଖୋଜୁଛନ୍ତି ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବରବଚ୍ଛା ଅଞ୍ଚଳରୁ ଆସିଛି ଏଭଳି ଖବର । ନ୍ୟାୟ

ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ । ସମସ୍ତଙ୍କୁ ଟିକା ପାଇଁ ନିୟମରେ କୋହଳରେ ରାଜ୍ୟକୁ ଅନୁମତି ମିଳୁ । ନବୀନ କହିଛନ୍ତି କି ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କି କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ । ସେପଟେ

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ରଥ ଦଉଡି । ୧୪ ଟି ରଥ ଓ ୬ ଟି କର୍ଡନ ଦଉଡି ପହଞ୍ଚିଛି। ମୋଟ ୨୦ଟି ଦଉଡି ପ୍ରସ୍ତୁତ କରିଛି ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର କୋଭିଡ କଟକଣା ମାନି ଏହାକୁ ପ୍ରସ୍ତୁତ କରିଛନ୍ତି

ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଓଡିଶାରେ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଛି । ପ୍ରାକ୍ ମୌସୁମୀ ପ୍ରଭାବରେ ଉପକୂଳ ଓଡିଶାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡା,ଭଦ୍ରକ,ମୟୂରଭଞ୍ଜ,ୟାଜପୁର.ପୁରୀ,ଭଦ୍ରକ, ବାଲେଶ୍ୱର ,ଜଗତସିଂହପୁର ଓ

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ୍

ଯାଜପୁର: ବାଲ୍ୟ ବିବାହକୁ ବନ୍ଦ କରିବା ଲାଗି ବାରମ୍ବାର ବାରଣ କରିବା ସହ ସଚେତନ କରାଯାଉଛି । ଶିକ୍ଷିତ ସମାଜରେ ଏଭଳି ଅଶିକ୍ଷିତ କାମ ଆଜି ବି ଚାଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ଅଞ୍ଚଳରେ ଏଭଳି ବାଲ୍ୟ ବିବାହ ହେଉଥିବାବେଳେ ପହଞ୍ଚିଯାଇଥିଲା ଚାଇଲ୍ଡ ଲାଇନ୍ । ବରକୁ ୧୪ ବର୍ଷ