ଅବକି ବାର୍ ପେଟ୍ରୋଲ ରେଟ୍ ଶ’ ପାର୍
ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗି ପେଟ୍ରୋଲ ଦର । କୋତୋଟି ସହରରେ ଶହେ ଟଙ୍କା ଉପରେ ରହିଛି ପୋଟ୍ରୋଲ ଦର । ମୁମ୍ବାଇରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୪୭ ପଇସା ରହିଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶାର କିଛି ସ୍ଥାନରେ ୧୦୦ ଟଙ୍କା ଛୁଇଁଛି ପେଟ୍ରୋଲ!-->…