Odia News Portal
Monthly Archives

August 2025

‘ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର ସର୍ବୋପରି : ରାଷ୍ଟ୍ରପତି

୭୯ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ଏହି ସମାରୋହ ଆମକୁ ଭାରତୀୟ ହେବାର ଗୌରବକୁ ସ୍ମରଣ କରାଏ । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, 'ଆମ ପାଇଁ, ଆମର…

ଭିସୁଟ୍‌ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ : ଜିନ୍ସ-ଦୁପଟ୍ଟା ମନା

ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ୍‌) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିସୁଟ୍‌ ପକ୍ଷରୁ କ୍ୟାମ୍ପସ୍‌ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ…

ବନକଲାଗି ନୀତି: ଶ୍ରୀମନ୍ଦିରରେ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀର ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଶ୍ରୀଜିଉଙ୍କ ବନକଲାଗି ରୀତି ସମ୍ପାଦିତ ହେବ। ସେଥିପାଇଁ ପ୍ରାୟ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଶ୍ରାବଣ ମାସର କୃଷ୍ଣ ସପ୍ତମୀରେ ବନକଲାଗି…

ସିଡିଏମ୍‌ଓ କାର୍ଯ୍ୟାଳୟର କିରାଣିଙ୍କ ଚାମ୍ବରରୁ ୫ ଲକ୍ଷ ଟଙ୍କା ଜବତ

ସରକାରୀ କର୍ମଚାରୀଙ୍କ ପଛରେ ଦୁର୍ନୀତିର ଦାଗ ହଟୁନାହିଁ। ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଭଲ ଦରମା ଦେଉଥିବା ବେଳେ ତଥାପି ଏମାନଙ୍କର ଲୋଭ କମ ନୁହେଁ। କୌଣସି କାମରେ ହାତ ମାରିଲେ ଲାଞ୍ଚ ମାଗିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଓ ଲାଞ୍ଚ କାରବାର ହେଉଛି। ଏହି କ୍ରମରେ…

ସବୁ ଜିଲ୍ଲାରେ ହେବ ଆଦର୍ଶ ମଣ୍ଡି: ୬ ବିଭାଗର ୭ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ

ଧାନ ମଣ୍ଡିରେ କୃଷକମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ପ୍ରଦାନ କରାଯିବ। ଚାଷୀ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମସ୍ତ ଜରୁରୀ ବିପଣନ ସମ୍ବନ୍ଧିତ କାର୍ଯ୍ୟ ଉପଲବ୍ଧ ହେବ। ଫସଲ ପରବର୍ତ୍ତୀ କ୍ଷତିକୁ ସର୍ବନିମ୍ନ ସୁନିଶ୍ଚିତ କରିବା, କୃଷକର ଆୟରେ ଉନ୍ନତି ଆଣିବା, ଠିକ୍ ଓ…

ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବ୍‍’ର ଅଷ୍ଟମ ବାର୍ଷିକ ପୂର୍ତ୍ତି

ଭୁବନେଶ୍ୱର ତା. ୧୩-୦୮-୨୦୨୫ – ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବରେଟୋରି’ର ଅଷ୍ଟମ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିନବ ଉପାୟରେ ଅନେକ ଗବେଷଣାତ୍ମକ କାର୍ଯ୍ୟ ଏହା ମାଧ୍ୟମରେ କରିବାରେ ସମର୍ଥ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ…

ବାଣୀବିହାରରେ ହଷ୍ଟେଲ୍‌ ରୁମ୍‌ ବିକ୍ରି: ବର୍ଷକୁ ଭଡ଼ା ୫୦ ହଜାର, ଅଣଛାତ୍ରଙ୍କ ଅକ୍ତିଆରରେ ୧୩୦ ହଷ୍ଟେଲ ରୁମ୍‌

ହଷ୍ଟେଲ ରୁମ୍‌ ଭଡ଼ା ବର୍ଷକୁ ୫୦ ହଜାର। ଅର୍ଥାତ୍‌ ମାସକୁ ୪ ହଜାର ଟଙ୍କାରେ ହଷ୍ଟେଲରେ ମିଳିବ ଗୋଟିଏ ରୁମ୍‌। ସେଠାରେ ଖଟିଆ ପଡ଼ିଛି। ମାଗଣା ଲାଇଟ୍‌, ଫ୍ୟାନ୍‌ ବ୍ୟବସ୍ଥା ବି ଅଛି। ରୁମ୍‌ ଭିତରେ ରୋଷେଇ କରି ଖାଇପାରିବେ। ‌ହଷ୍ଟେଲ ବାହାରେ ସୁରକ୍ଷା କର୍ମୀ ଜଗିଛନ୍ତି। ଗାଡ଼ି ସୁରକ୍ଷା ପାଇଁ…

କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ ଦାବି; ସେପ୍ଟେମ୍ବର ୬ରେ ଆନ୍ଦୋଳନ

କୁଡୁମୀ ଜାତିକୁ ଆଦିବାସୀ ବର୍ଗ (ଅନୁସୂଚିତ ଜନଜାତି)ରୁ ବାଦ୍ ଦେଇଥିବା ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୬ ତାରିଖ ଦିନ କଳା ଦିବସ ପାଳନ କରାଯିବ। କୁଡୁମୀ ସେନାର ପ୍ରତିଷ୍ଠାତା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ଆହ୍ବାନରେ ବିଜାତଳା ବ୍ଲକର ବୁଧିଆକୁଦର ଗ୍ରାମଠାରେ କୁଡୁମୀ…

ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ…

ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ: ଜଣେ ନକ୍ସଲ ନିହତ, ଅସ୍ତ୍ରଶସ୍ତ୍ର ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅଧୀନସ୍ଥ ଜରାଇକେଲା ସୀମାନ୍ତରେ ଥିବା ଯିବା ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ ନକ୍ସଲ ନିହତ ହୋଇଛନ୍ତି। ତାଙ୍କର ମୃତଦେହ…