Odia News Portal
Monthly Archives

January 2026

ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ତୀବ୍ର: ୩୬ କ୍ଷେପଣାସ୍ତ୍ର ୨୪୨ ଡ୍ରୋନ୍ ମାଡ଼

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଏହାର ସେନା ଓରେସ୍ନିକ୍ ହାଇପରସୋନିକ୍ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରି ୟୁକ୍ରେନ୍ ଉପରେ ରଣନୀତିକ ଲକ୍ଷ୍ୟ ଉପରେ ଆକ୍ରମଣ ତୀବ୍ର କରିଛି। କିବ୍ ଦାବି କରିଛି ଯେ ରୁଷ୍‌ ୩୬ଟି କ୍ଷେପଣାସ୍ତ୍ର, ୨୪୨ଟି ଡ୍ରୋନ୍ ମାଡ଼…

ଥମୁନି ଧର୍ମ ପରିବର୍ତ୍ତନ ବିବାଦ, ୨୫ ଘଣ୍ଟା ଧରି ପଡ଼ି ରହିଛି ମୃତଦେହ

ମୃତଦେହକୁ ଛାଡ଼ୁନି ଧର୍ମ ପରିବର୍ତ୍ତନ ବିବାଦ । ଧର୍ମାନ୍ତୀକରଣକୁ ବିରୋଧ ଯୋଗୁ ହୋଇ ପାରୁନି ଶବ ସତ୍କାର । ୨୫ ଘଣ୍ଟା ଧରି ପଡ଼ି ରହିଛି ଶବ। ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଟିଆରେ ଦେଖିବାକୁ ମିଳିଛ ଏପରି ଘଟଣା । ଗାଁର ଛୁଟା ହାସଦା ଆଦିବାସୀ ହୋଇ ଖ୍ରୀଷ୍ଟ ଧର୍ମ ପରିବର୍ତ୍ତନ କରି…

ଚଢଉ ବେଳେ ଫାଇଲ ଉଠାଇନେଇଗଲେ ମମତା ବାନାର୍ଜୀ, ଜବରଦସ୍ତ ଫାଇଲ ଛଡାଇନେଇଥିବା ଅଭିଯୋଗ କଲା ଇଡି

ପଶ୍ଚିମବଙ୍ଗରେ ମୁହାଁମୁହିଁ ହେଲେ ମମତା ବାନାର୍ଜୀ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ପଲିଟିକାଲ କନସଲଟାନ୍ସି ଫାର୍ମ୍ ଆଇ-ପ୍ୟାକର କିଛି କାର୍ଯ୍ୟାଳୟରେ ଚଢଉ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ଏହାପରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଡି ବିରୋଧରେ କାଗଜପତ୍ର…

ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ, ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା

ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଖସୁଛି ପାରଦ, ବଢୁଛି ଶୀତ । ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀକୁ ତାପମାତ୍ରା ଥିବା ବେଳେ ଆଜି -୧ ଡିଗ୍ରୀକୁ ଖସିଛି ପାରଦ । …

ଆନ୍ତଃରାଜ୍ୟ କାର୍‌ ଚୋରି ରାକେଟ୍‌ର ପର୍ଦାଫାସ, ମାଷ୍ଟରମାଇଣ୍ଡ ଦୁର୍ଦ୍ଦାନ୍ତ କାହ୍ନୁ ନାୟକ ଗିରଫ

ରାଉରକେଲା ପୁଲିସ ବର୍ଷ ଆରମ୍ଭରୁ ଏକ ବଡ଼ ଧରଣର ଆନ୍ତଃରାଜ୍ୟ କାର୍‌ ଚୋରି ରାକେଟ୍‌ର ପର୍ଦାଫାସ୍‌ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିଶ୍ରା ରତାଖଣ୍ଡି ଅଞ୍ଚଳର କାହ୍ନୁ ନାୟକ ସହ ଜଲ୍‌ଦା ଏ’ ବ୍ଲକ୍‌ର ଅନୁପ ମୁଣ୍ଡା ଓ ବିଶ୍ରା ଚେକ୍‌ ଗେଟ୍‌ ଅଞ୍ଚଳର ମହମ୍ମଦ…

ତୈଳବାହୀ ଜାହାଜ ଜବତ ମାମଲା, ଆମେରିକା ଓ ରୁଷ୍‌ ମଧ୍ୟରେ ଉତ୍ତେଜନା ବଢ଼ିଲା

ଆମେରିକା ଗତକାଲି ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ରୁଷ୍‌ର ପତାକା ଲାଗିଥିବା ଏକ ତୈଳବାହୀ ଜାହାଜ ଜବତ କରିଥିବାରୁ ମସ୍କୋ ଏହାର ତୀବ୍ର ବିରୋଧ କରିଛି। ପାଲଟା ଜବାବରେ ଆମେରିକୀୟ ଜାହାଜକୁ ମଧ୍ୟ ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ରୁଷ୍‌ର ଘୋଷଣା ତୀବ୍ର…

ପୁରୀରେ ବଢିଲା ପାର୍କିଂ ଫି, ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାଇଁ ଦେବାକୁ ପଡିବ ୫୦୦ ଟଙ୍କା

ପୁରୀରେ ବଢିଲା ପାର୍କିଂ ଫି । ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ୪ଟି ଭକ୍ତନିବାସର ପାର୍କିଂ ଫି ବୃଦ୍ଧି କରାଯାଇଛି । ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାର୍କିଂ ପାଇଁ ୫୦୦ ଟଙ୍କା ସହ ଅତରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ଓଡ଼ିଶାର ତିନି କୋର୍ଟକୁ ଉଡ଼ାଇଦେବାକୁ ଇମେଲରେ ଧମକ, ପୁଲିସର ବ୍ୟାପକ ଯାଞ୍ଚ

ଦୁଇ ଦିନ ତଳେ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଇଦେବାକୁ ଇମେଲରେ ଧମକ ମିଳିଥିବା ବେଳେ ଆଜି ଓଡ଼ିଶାର ତିନି କୋର୍ଟକୁ ଆସିଛି ବୋମା ଧମକ। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଛି।ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି…

ଆକର୍ଷଣ ହରାଉଛି ବାସନ୍ତୀ ସରୋବର! ଭାଙ୍ଗିଗଲାଣି ଭସାପୋଲ: ଚାଲୁନି ବୋଟିଂ, ପାଣିରୁ ବାହାରୁଛି ଦୁର୍ଗନ୍ଧ

ରାଉରକେଲାର ଡିଏଭି ପୋଖରୀ ଯାହା ବର୍ଷବର୍ଷ ଧରି ଅଳିଆଆବର୍ଜନାରେ ଭର୍ତ୍ତି ହୋଇଥିଲା ତାର ମଧ୍ୟ ପୁନରୁଦ୍ଧାର ପାଇଁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୫ ମାର୍ଚ୍ଚ, ୨୦୨୩ରେ ବହୁ ଧୂମଧାମ୍‌ରେ ଏହାକୁ ​​ଉଦ୍‌ଘାଟନ କରାଯାଇଥିଲା। ଡିଏଭି ପୋଖରୀକୁ…

ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ଜିଲ୍ଲାର ୧୮ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ୧୫୦୦ରୁ ଅଧିକ ରୋଗୀ ଆସନ୍ତି। ଗତ ୪ ମାସ ହେବ ଡାକ୍ତରଖାନାର ନବକଳେବର ହୋଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତିକୁ ସରକାର ଭୁଲିଯାଇଛନ୍ତି। ଜିଲ୍ଲା ମୁଖ୍ୟ…