Odia News Portal
Yearly Archives

2026

ରିଲିଜ୍ ହେଲା ଓଡିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’, ପ୍ରଥମ ଦିନରୁ ହାଉସଫୁଲ

ଦର୍ଶକଙ୍କ ଉତ୍କଣ୍ଠାର ଅନ୍ତ ଘଟାଇ ପରଦାକୁ ଆସିଛି ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’। ଓଡ଼ିଶାର ମାଟିର ବାସ୍ନା ଏବଂ ପରମ୍ପରା କୁ ନେଇ ଗତିଶୀଳ ଏହି କାହାଣୀରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଓଡ଼ିଶାର ଲୋକପରମ୍ପରା, ଭକ୍ତି ଓ ଦଣ୍ଡଯାତ୍ରାର ମହିମାକୁ ନେଇ ‘ଦଣ୍ଡକାଳୀ…

ମୋଷ୍ଟ ୱାଣ୍ଟେଡ ଟୁନା ହରିଜନ ସହିତ ୮ ଜଣ ଗିରଫ

କୋରାପୁଟ ପୋଲିସକୁ ବଡ଼ ସଫଳତା । ଦୀର୍ଘଦିନ ଧରି ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅପରାଧୀ ଟୁନା ହରିଜନକୁ ଗିରଫ କରିବାରେ ସଫଳ ହୋଇଛି ବୋରିଗୁମ୍ମା ପୋଲିସ । ଟୁନା ହରିଜନ ସହିତ 8 ଜଣ କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ବୋରିଗୁମ୍ମା ପୋଲିସ । ଅଭିଯୁକ୍ତ ଟୁନା…

ଦୁବାଇରେ ଓଡ଼ିଆ ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦୁବାଇରେ ଓଡ଼ିଆ ପ୍ରବାସୀମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ…

ଭାରତରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି

ଭାରତର ଅଧ୍ୟକ୍ଷତାରେ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଛନ୍ତି। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍…

ଦିଲ୍ଲୀରେ ବସିବ ବ୍ରିକ୍ସର ମହାବୈଠକ

ଶନିବାରଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆରମ୍ଭ ହେବ ବହୁପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଦୁଇଦିନିଆ ଏହି ସମ୍ମିଳନୀରେ ବିଶ୍ୱ ଅର୍ଥନୀତି, ବହୁପାକ୍ଷିକତା ଏବଂ ବିଶ୍ୱ ପ୍ରଶାସନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ବ୍ରିକ୍ସର ୧୧ଟି ସଦସ୍ୟ ଦେଶ—ଭାରତ, ବ୍ରାଜିଲ, ଚୀନ୍‌,…

‘ସ୍ୱାଧିକାର ଭବନ’ରେ ସାମ୍ବାଦିକଙ୍କ ବନ୍ଧୁ ମିଳନ

ମଞ୍ଚେଶ୍ୱରସ୍ଥିତ 'ସ୍ୱାଧିକାର ଭବନ' କାର୍ଯ୍ୟାଳୟ ପରିସରରେ ସାମ୍ବାଦିକମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାଧିକାରର ମୁଖ୍ୟ ସମ୍ପାଦକ ଅକ୍ଷୟ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ଦୀର୍ଘବର୍ଷର ଅଭିଜ୍ଞତା ବାଣ୍ଟିବା ସହ ସାମ୍ବାଦିକ…

ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ରାତିରେ ଦୁବାଇରେ ପହଞ୍ଚିଛନ୍ତି l ଦୁବାଇରେ ତାଙ୍କୁ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଆଜି ଠାରୁ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ…

ଓଡ଼ିଆ ଚଳଚ୍ଚିତ୍ର ‘ଯଦି’ର ଆସିଲା ଟ୍ରେଲର, ଫିଲ୍ମରେ ନଜର ଆସିବେ ୩୮ କଳାକାର

ଶ୍ରୀଅଂଶୀ ପ୍ରଡକ୍ସନ୍ସର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ଯଦି'ର ଟ୍ରେଲର୍ ଭୁବନେଶ୍ୱରର ରେଳ ଅଡିଟୋରିୟମଠାରେ ବେଶ୍‌ ଧୂମଧାମରେ ଲଞ୍ଚ୍ ହୋଇଯାଇଛି। ଦିବ୍ୟଜ୍ୟୋତି ଉଦୟ ସିଂହଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ୩୮ ଜଣ କଳାକାର ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ। ମୁଖ୍ୟ…

ଇଣ୍ଟରନ୍ୟାସନାଲ ଗୀତାମିଶନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ନୂଆଗାଁ ରେ ଇଣ୍ଟର ନ୍ୟାସନାଲ ଗୀତା ମିଶନ ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହତ ପ୍ରୟାସ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଗରିବ, ଅସହାୟ ତଥା ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା ସେବା…

ଦିଲ୍ଲୀ ୫ ମହଲା କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୫ ହେଲା

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଂଚଳରେ ୫ ମହଲା କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଂଚିଛି । ଏହି କୋଠାର ଭଗ୍ନାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନତି ଦୂରରେ ଥିବା ଏହି…