Odia News Portal
Monthly Archives

January 2026

ଶୌର୍ଯ୍ୟ ଯାତ୍ରାରେ ସାମିଲ ହେବା ପରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଗୁଜୁରାଟ ଗସ୍ତରେ ଦ୍ବିତୀୟ ଦିନରେ ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ବିଶାଳ ରୋଡ୍ ଶୋ’ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷଙ୍କ ସମାଗମ…

୨୦ କୋଟି ଟଙ୍କାର ସାଇବର ଠକେଇ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ ଗିରଫ

୨୦କୋଟି ଟଙ୍କାର ସାଇବର ଠକେଇ । କମିଶନରେଟ ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ଗିରଫ । ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ । ସେମାନଙ୍କ ନିକଟରୁ ୩୦ କି ପ୍ୟାଡ ମୋବାଇଲ, ୩୦ ଆଣ୍ଡ୍ରଏଡ ମୋବାଇଲ ଏବଂ ଅନେକ ଗୁରୁତ୍ଵ ପୂର୍ଣ୍ଣ କାଗଜ…

ମକର ମେଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଅର୍ଥ ଆତ୍ମସାତ ଅଭିଯୋଗ

ମକର ମେଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପାଖେଇ ଆସୁଛି ଭଦ୍ରକ ଧାମରାର ପ୍ରସିଦ୍ଧ ମା ଧାମରଇଙ୍କ ମକର ମେଳା । ମେଳା ପୂର୍ବରୁ କମିଟିର ବିପକ୍ଷବାଦୀ ଓ ସପକ୍ଷବାଦୀ ମୁଁହାମୁଁହି ହୋଇଛନ୍ତି । ମା’ ଧାମରଈ ମେଳା ପରିଚାଳନା କମିଟି ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି ।…

ବିବାହ ପାଇଁ ରାଜି ହେଲେନି ପ୍ରେମିକ, ବିଷ ପିଇ ଫତେଗଡ଼ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକା

ନୟାଗଡ଼ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଫତେଗଡ଼ ଥାନା ଆଗରେ ଯୁବତୀ ଜଣକ ପୋକମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ…

ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୬ ଆହତ

ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଅବତରଣ କଲା ବେଳେ କ୍ରାସ କଲା ବିମାନ । ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ । ରାଉରକେଲାରେ ବିମାନ କ୍ରାସ୍ ୬ ଆହତ । ରାଉରକେଲା ରଘୁନାଥପାଲିରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । ଜଲଦା ଏ ବ୍ଲକରେ ଛୋଟ…

ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ: ମହମ୍ମଦ ମୋକିମ୍

ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠିତ ହେବ। ଏଇ ୧୨ ତାରିଖରେ ଏହାର ମୂଳଦୁଆ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍। ସେ ଆହୁରି କହିଛନ୍ତି, ଭୁବନେଶ୍ବରରେ ୧୨ ତାରିଖରେ ଯୁବ ସମାବେଶ ହେବ। ଏଥିରେ ଉପକୂଳ ଓଡ଼ିଶାର ବହୁ ଯୁବନେତା…

ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ତୀବ୍ର: ୩୬ କ୍ଷେପଣାସ୍ତ୍ର ୨୪୨ ଡ୍ରୋନ୍ ମାଡ଼

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଏହାର ସେନା ଓରେସ୍ନିକ୍ ହାଇପରସୋନିକ୍ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରି ୟୁକ୍ରେନ୍ ଉପରେ ରଣନୀତିକ ଲକ୍ଷ୍ୟ ଉପରେ ଆକ୍ରମଣ ତୀବ୍ର କରିଛି। କିବ୍ ଦାବି କରିଛି ଯେ ରୁଷ୍‌ ୩୬ଟି କ୍ଷେପଣାସ୍ତ୍ର, ୨୪୨ଟି ଡ୍ରୋନ୍ ମାଡ଼…

ଥମୁନି ଧର୍ମ ପରିବର୍ତ୍ତନ ବିବାଦ, ୨୫ ଘଣ୍ଟା ଧରି ପଡ଼ି ରହିଛି ମୃତଦେହ

ମୃତଦେହକୁ ଛାଡ଼ୁନି ଧର୍ମ ପରିବର୍ତ୍ତନ ବିବାଦ । ଧର୍ମାନ୍ତୀକରଣକୁ ବିରୋଧ ଯୋଗୁ ହୋଇ ପାରୁନି ଶବ ସତ୍କାର । ୨୫ ଘଣ୍ଟା ଧରି ପଡ଼ି ରହିଛି ଶବ। ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଟିଆରେ ଦେଖିବାକୁ ମିଳିଛ ଏପରି ଘଟଣା । ଗାଁର ଛୁଟା ହାସଦା ଆଦିବାସୀ ହୋଇ ଖ୍ରୀଷ୍ଟ ଧର୍ମ ପରିବର୍ତ୍ତନ କରି…

ଚଢଉ ବେଳେ ଫାଇଲ ଉଠାଇନେଇଗଲେ ମମତା ବାନାର୍ଜୀ, ଜବରଦସ୍ତ ଫାଇଲ ଛଡାଇନେଇଥିବା ଅଭିଯୋଗ କଲା ଇଡି

ପଶ୍ଚିମବଙ୍ଗରେ ମୁହାଁମୁହିଁ ହେଲେ ମମତା ବାନାର୍ଜୀ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ପଲିଟିକାଲ କନସଲଟାନ୍ସି ଫାର୍ମ୍ ଆଇ-ପ୍ୟାକର କିଛି କାର୍ଯ୍ୟାଳୟରେ ଚଢଉ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ଏହାପରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଡି ବିରୋଧରେ କାଗଜପତ୍ର…

ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ, ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା

ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଖସୁଛି ପାରଦ, ବଢୁଛି ଶୀତ । ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀକୁ ତାପମାତ୍ରା ଥିବା ବେଳେ ଆଜି -୧ ଡିଗ୍ରୀକୁ ଖସିଛି ପାରଦ । …