ଚିଲିକାରେ ଡଲଫିନ ଗଣନା ଆରମ୍ଭ, ୧୮ଟି ଟିମ୍ ନିୟୋଜିତ
ଚିଲିକାରେ ଡଲଫିନ ଗଣନା ଆରମ୍ଭ । ଆଜିଠୁ ତିନିଦିନ ଧରି ଚାଲିବ ଗଣନା । ଡଙ୍ଗାଚଳାଚଳ ବନ୍ଦ । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଜାରି ରହିବ । ଏଥିପାଇଁ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ…
