Odia News Portal
Monthly Archives

February 2026

ଓଡ଼ିଶା ପାଇଁ ଭଲ ଖବର: ଖଣି-ଶିଳ୍ପ-ବନ୍ଦରକୁ ଯୋଡ଼ିବ ଜାତୀୟ ଜଳମାର୍ଗ-୫

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍‌‌ରେ ଜଳମାର୍ଗ ସମ୍ପର୍କରେ କରିଥିବା ଘୋଷଣାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ୨୦ଟି ନୂଆ ଜାତୀୟ ଜଳମାର୍ଗକୁ କାର୍ଯ୍ୟକାରୀ କରିବା ନେଇ ଘୋଷଣା ହୋଇଛି। ସେଥିରେ ଓଡ଼ିଶାର ଜାତୀୟ ଜଳମାର୍ଗ-୫ ରହିଛି।…

୬ଦିନିଆ ଗସ୍ତରେ ଆସୁଛନ୍ତି ମହାମହିମ, ଭୁବନେଶ୍ବରରୁ ବିରଜା କ୍ଷେତ୍ର ପରେ ଶ୍ରୀକ୍ଷେତ୍ର ଦର୍ଶନ

ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬ ଦିନିଆ ଓଡ଼ିଶା ଗସ୍ତ । ଭୁବନେଶ୍ବରରୁ ବିରଜା କ୍ଷେତ୍ର, ପରେ ଶ୍ରୀକ୍ଷେତ୍ର ଆସିବେ ମହାମହିମ । ଶେଷରେ ଜନ୍ମଭୂମି ମୟୂରଭଞ୍ଜ ଯାତ୍ରା କରି ଓଡ଼ିଶା ଗସ୍ତ ଶେଷ କରିବେ । ସଂଧ୍ୟା ୬ଟା ୪୦ରେ ଭୁବନେଶ୍ବର ବିମାନନ ବନ୍ଦରରେ ପହଞ୍ଚିବା…

ରାଜଧାନୀରେ କିନ୍ନରଙ୍କୁ ହତ୍ୟା, ସିସିଟିଭି ଯାଞ୍ଚ କରୁଛି ପୋଲିସ

ରାଜଧାନୀରେ କିନ୍ନରଙ୍କୁ ହତ୍ୟା । ଉତ୍ତରାକୌଶଲ୍ୟାଗଙ୍ଗ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖିନଭିନ୍ କରି ହାଣି ହତ୍ୟା କରିଛନ୍ତି। ମୃତକ କିନ୍ନରଙ୍କ ନା ଅଞ୍ଜଳି। ତାଙ୍କ ଘର କଟକ ସାଲେପୁରରେ । ସେ ଭୁନେଶ୍ବରରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଅଞ୍ଜଳିଙ୍କ ସହ…

ବଜେଟ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ, ଦହିଚିନି ଖୁଆଇ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ଆଉ କିଛି ସମୟରେ ସଂସଦରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ି। କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ବଜେଟକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ଏହି ଅବସରରେ…

ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ, ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ସୂଚନା

ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ । ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡରେ ଚଳିତବର୍ଷ ମୋଟ୍ ୩ ହଜାର୯୧୫ଟି ପକ୍ଷୀ ଗଣନା କରାଯାଇଛି । ପ୍ରାୟ ୫୩ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିଲା । ମହାନଦୀ ଗଣ୍ଡରେ ସର୍ବାଧିକ ୧ ହଜାର୧୭ ଟି ବଡ଼ ହ୍ଵିସିଲିଙ୍ଗ୍ ଡକ୍ ରହିଛନ୍ତି ।ସେହିପରି…

ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ନାବାଳକ

ବାଲେଶ୍ବରଜିଲ୍ଲା ନୀଳଗିରି ବ୍ଲକ୍‌ର ଜଣେ ୧୩ ବର୍ଷୀୟ ନାବାଳକ ଭାଲୁ ସହ ଲଢ଼େଇ କରି ନିଜ ଜୀବନ ବଞ୍ଚାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାହସୀ ବାଳକ ଜଣକ ହେଲେ ପୋଡ଼ାଶୋଳ ପାତ୍ରସାହିର ଧୀରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଭାତ। ସୂଚନାଯୋଗ୍ୟ; ରାଧାମାଧବ…

ଆଜି ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ମାଘ ପୂର୍ଣ୍ଣିମାରେ ରବିବାର ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଦ୍ବିପ୍ରହର ଧୂପ ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ କରାଯିବ। ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ବେଶ କରାଇବେ। ଏହି ବେଶରେ ଶ୍ରୀବିଗ୍ରହଙ୍କ ପାଖରେ ଖିରି, ଅମାଲୁ ଭୋଗ କରାଯିବ। ଗଜ ଉଦ୍ଧାରଣ ବେଶରେ…