ମହିଳାଙ୍କ ସମେତ ୨ ଜଣଙ୍କୁ ଦଳିଦେଲା ଦନ୍ତା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା
ଗଞ୍ଜାମଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ପାଇଁ ଆଜି ଥିଲା ଅଶୁଭ ସକାଳ। ସବୁଦିନ ଭଳି ଆଜି ମଧ୍ୟ ଭୋରରେ ଗ୍ରାମର ସୀମାଞ୍ଚଳ ରାଉତଙ୍କ ପତ୍ନୀ ଊର୍ମିଳା ରାଉତ (୫୧) ଓ ଆଉ ଜଣେ ଗ୍ରାମବାସୀ ଗୋପୀନାଥ ପ୍ରଧାନ(୬୦) ପରିବା ତୋଳିବାକୁ ବଗିଚାକୁ ଯାଇଥିଲେ। ପରିବା…
