ଧାନକିଣାରେ ଯୋଜନାବଦ୍ଧ ମହାଲୁଟ୍: ବାଲେଶ୍ବରରେ ୧୦ କେଜି ଲେଖାଏଁ କଟ୍ନିଛଟ୍ନି
ଧାନକିଣାକୁ ସୁବ୍ୟବସ୍ଥିତ କରିବାକୁ ପ୍ରତିବର୍ଷ ଜିଲ୍ଲାସ୍ତରଠାରୁ ନେଇ ରାଜ୍ୟସ୍ତରରେ ପ୍ରସ୍ତୁତି ବୈଠକ ହେଉଛି। ତୃଣମୂଳସ୍ତରରେ ଥିବା ମଣ୍ଡିରେ ଧାନ କିଣାବିକାଠାରୁ ନେଇ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଧିକାରୀ, କର୍ମଚାରୀଙ୍କୁ ମଣ୍ଡି ଉପରେ ନଜର ରଖିବାକୁ ନିଯୁକ୍ତ କରାଯାଉଛି। ମାତ୍ର,…
