ଆତ୍ମସମର୍ପଣ କଲେ ୧୧ ମାଓବାଦୀ, ମାଓମୁକ୍ତ ହେଲା କଳାହାଣ୍ଡି ଜିଲ୍ଲା
ବିଜିଏନ ଡିଭିଜନ ହେଲା ଶକ୍ତି ଶୁନ୍ୟ । ଆତ୍ମସମର୍ପଣ କଲେ ୧୧ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡ଼ିଆ ଠାରେ ଓଡିଶା ପୋଲିସ ଦ୍ଵାରା ମାଓବାଦୀ ଆତ୍ମସମର୍ପଣ ସମାରୋହ । ଏଥିରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ!-->…
