ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମିର ମିଳିଲା ନିର୍ମାଣ ସ୍ବୀକୃତି
ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଆଉ ପାଦେ ଆଗେଇଛି। ୨୭.୮୮୭ ହେକ୍ଟର ଜଙ୍ଗଲ ଜମିରେ ବିମାନବନ୍ଦର ନିର୍ମାଣ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟ (ଷ୍ଟେଜ୍-୧) ଅନୁମତି ମିଳିଛି। ଏଥିରେ ଏକାଧିକ ସର୍ତ୍ତ ରହିଛି। ସର୍ତ୍ତ ପୂରଣ ହେବା ପରେ ଶେଷ ପର୍ଯ୍ୟାୟ…
