Odia News Portal
Monthly Archives

April 2026

ଦୁଇ ବର୍ଷରେ କେବଳ ୬ ଲାଇସେନ୍ସ ସସ୍‌ପେଣ୍ଡ୍‌

ଔଷଧ ଦୋକାନ ପାଇଁ ସରକାରଙ୍କ ଦ୍ବାରା କଡ଼ା ନିୟମ କରାଯାଇଛି। ବିଶେଷକରି ଔଷଧ ବିକ୍ରୟ ଓ ବଣ୍ଟନ ତଦାରଖ କରିବାକୁ ଫାର୍ମାସିଷ୍ଟ୍‌ ନିଯୁକ୍ତି, ଔଷଧ ଦେବା ପୂର୍ବରୁ ପ୍ରେସ୍‌କ୍ରିପ୍ସନ ବାଧ୍ୟତାମୂଳକ, ରେକର୍ଡ୍‌ ରଖିବା ଆଦି ନିୟମର କଡ଼ା ପାଳନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିନ୍ତୁ ଏସବୁ…

କଟକ ରାଜନୀତିରେ ହଲଚଲ

ଏପ୍ରିଲର ପ୍ରଥମ ଦିନରେ ଆଜି କଟକ ରାଜନୀତିରେ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି। ଗୋଟିଏ ପଟେ କଟକରେ ଦୁଇଟି ମିଶ୍ରଣପର୍ବ ଆୟୋଜନ କରି ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳଙ୍କ ସପକ୍ଷରେ…

ଆଜି କେମିତି କଟିବ

ମେଷ: ଆଜି ଚନ୍ଦ୍ର କନ୍ୟା ରାଶିରେ ଅବସ୍ଥିତ । ଆପଣଙ୍କ ରାଶିରୁ ଚନ୍ଦ୍ର ଷଷ୍ଠ ଘରେ ଅବସ୍ଥିତ । ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହି ଦିନଟି ବିତାଇବାର ସମ୍ଭାବନା ଅଛି । ଆପଣ ଦାନ ଏବଂ ଦାନଶୀଳ କାର୍ଯ୍ୟରେ ଆଗ୍ରହୀ ହେବେ । ମାନସିକ ଭାବରେ, କାମର ଭାର ଭାରୀ ଲାଗିପାରେ । ତଥାପି, ଆପଣ…

କଟକରେ ୯୧ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ପୁଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୁଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ…

ପାଞ୍ଚଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ବ୍ୟସ୍ତ ବହୁଳ, ପ୍ରସଙ୍ଗ ଯୁକ୍ତ ଓ…

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ

ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି 90 ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ ନିଜର ବଳିଦାନ ଦେଇଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ମହାନତାକୁ ନତମସ୍ତକ…

ଆଜିର ରାଶିଫଳ

ମେଷ: ଆଜି, ବୁଧବାର, ୧ ଏପ୍ରିଲ୍, ୨୦୨୬, ଚନ୍ଦ୍ର କନ୍ୟା ରାଶିରେ ରହିବେ । ଚନ୍ଦ୍ର ଆପଣଙ୍କ ରାଶି ତୁଳନାରେ ଷଷ୍ଠ ଘରେ ଅବସ୍ଥିତ । ଆପଣଙ୍କ ଦିନ ଆର୍ଥିକ ଏବଂ ବୃତ୍ତିଗତ ଦୃଷ୍ଟିକୋଣରୁ ଲାଭଦାୟକ ହେବ । ଆପଣ ଆର୍ଥିକ ଲାଭ ସୁନିଶ୍ଚିତ କରିବା ପାଇଁ ଦୀର୍ଘକାଳୀନ ନିବେଶ କରିବାକୁ ଯୋଜନା…