ଭାରତୀୟ ସଂସ୍କ୍ରୁତିରେ ସବୁ ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଦେବୀଙ୍କ ଭଳି ପୂଜା କରାଯାଉଥିବା ମହିଳାଙ୍କୁ ନିଜର ପବିତ୍ରତା ଦେଖାଇବା ପାଇଁ ଅନେକ ଥର କଡା ତପସ୍ୟା ମଧ୍ୟ ଦେବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଆପଣ ଗଙ୍ଗା ମାତାଙ୍କ ଭଳି ପବିତ୍ରତା କହିଲେ ଭୁଲ ହେବ ନାହିଁ। ଯେଉଁପରି ଭାବେ ଏମାନଙ୍କର ସୁନ୍ଦରତା ପାଇଁ ସମସ୍ତଙ୍କୁ ନିଜର କରିପାରନ୍ତି ସେହିପରି ଭାବେ ସେମାନଙ୍କର ଭଲ ସ୍ବଭାବ ମଧ୍ୟ ଲୋକଙ୍କୁ ଆାକର୍ଷଣ କରିଥାଏ। ତେବେ ଆପଣଙ୍କୁ ଜଣାଇବୁ ସେହି ୩ ରାଶିର ଝିଅଙ୍କ ବିଷୟରେ ଯେଉଁମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି।
ମିଥୁନ ରାଶି

ମକର ରାଶିର ଝିଅ ହ୍ରୁଦୟରୁ ବହୁତ ସଫା ହୋଇଥାନ୍ତି। ଏମାନେ କାହାକୁ ବି ନିଜ ହ୍ରୁଦୟର କଥା ଲୁଚାନ୍ତି ନାହିଁ, ଏମାନେ ଯେମିତି ପଛରେ ବି ସେମିତି। ଏହାଛଡା ଏମାନେ ପଛରେ କାହା ବିଷୟରେ ଗପନ୍ତି ନାହିଁ। କାହା ମନରେ ଏମାନେ କଷ୍ଟ ଦେବା ଭଳି କଥା କୁହନ୍ତି ନାର୍ହି। ଏମାନେ ନିଜ ସାଥିଙ୍କୁ ଖୁସିରେ ରଖିବା ପାଇଁ ସେହି ସବୁ କରିଥାନ୍ତି ଯେଉଁଥିରେ ସେ କେବେ ରାଗିବେ ନାହିଁ।
କୁମ୍ଭ ରାଶି
