Odia News Portal

ଗୋଦବରୀରେ ଓଡିଶା ବସ ଦୁର୍ଘଟଣାଗ୍ରସ୍ତ

ଜୟପୁର : ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦବରୀ ଜିଲ୍ଲାରେ ଓଡିଶା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ବସ୍ ।

ହାଇଦ୍ରାବାଦରୁ ଜୟପୁର ଆସୁଥିଲା ଗୁପ୍ତା ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଅଛନ୍ତି । ଅନ୍ୟ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।