Odia News Portal

ବୟସ କହିଥାଏ ମହିଳାମାନେ କେତେ ରୋମାଣ୍ଟିକ୍

ଯେଉଁ ଠି ପ୍ରେମ ଥାଏ ସେଇଠି ରୋମାନସ ମଧ୍ୟ ଥାଏ । ଏହା ସଂପର୍କକୁ ମଜଭୁତ କରିବା ସହ ସଂପର୍କରେ ଫାଟ ଆଣିବାକୁ ଦେଇ ନଥାଏ । ଆପଣ ମାନେ ଦେଖିଥିବେ ମହିଳା ମାନଙ୍କର ବୟସ ବଢିବା ସହ ଏମାନଙ୍କର ପସନ୍ଦ, ନାପସନ୍ଦ ଏବଂ ସ୍ବଭାବରେ ପରିବର୍ତ୍ତନ ଅସିଥାଏ କିନ୍ତୁ ଆପଣ କ’ଣ ଜାଣିଛନ୍ତି ବୟସ ସହ ମହିଳାଙ୍କର ଶାରୀରିକ ସଂବନ୍ଧ ରଖିବାରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ବୟସରେ ମହିଳାମାନେ ବେଶୀ ରୋମାନଣ୍ଟିକ୍ ହୋଇଥାନ୍ତି ।

ଏମିତିରେତ ସମସ୍ତେ ଜାଣିଥାନ୍ତି କି, ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାର ସବୁଠାରୁ ଉଚିତ୍ ଏବଂ ବେଷ୍ଟ ସମୟ ହେଉଛି ୨୦-୨୨ ବର୍ଷ । ଏକ ରିସର୍ଚ୍ଚରୁ ଜଣା ପଡିଛି ଏହାର ପୂରା ଓଲଟା । ରିସର୍ଚ୍ଚ ଅନୁସାରେ ମହିଳାମାନେ ୩୫ରୁ ୪୦ବର୍ଷ ବୟସରେ ସବୁଠାରୁ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି । ଏହି ବୟସ ଅନୁସାରେ ସେମାନଙ୍କର ଇଚ୍ଛା ଶକ୍ତି ବଢିଥାଏ ଏବଂ ଏଇ ବୟସରେ ସଂପର୍କସ୍ଥାପନା କରିବାକୁ ବେଶୀ ପସନ୍ଦ କରିଥାନ୍ତି ।

ଆପଣଙ୍କୁ କହିରଖୁଛୁ କି, ନାଚୁରାଲ୍ ସାଇକେଲ୍ ଆପରୋଚଡ୍ ରିସର୍ଚ୍ଚରେ ୨୬୦୦ ମହିଳାଙ୍କ ସହ ଏହି ବିଷୟରେ କଥା ହୋଇଛି । ଯେଉଁଥିରେ ୩୫ବର୍ଷରୁ ଅଧିକ ମହିଳାମାନେ କହିଛନ୍ତି ଏହି ବୟସରେ ସେମାନେ ବେଶୀ ରୋମାଣ୍ଟିକ୍ ହୋଇଥାନ୍ତି ଏବଂ ଇଚ୍ଛାଶକ୍ତ ମଧ୍ୟ ଅଧିକ ରହିଥାଏ ।