ମୁମ୍ବାଇ() ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଦିଲ୍ରେ କେଉଁ କ୍ରିକେଟର ରାଜ କରନ୍ତି ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ।
ଭାରତୀୟ ଟିମ୍ର ପୂର୍ବତନ ବରିଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡଙ୍କୁ କ୍ୟାଟ୍ରିନା ପସନ୍ଦ କରନ୍ତି ବୋଲି ନିଜେ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ। କ୍ୟାଟ୍ରିନା କହିଥିଲେ ଯେ, ରାହୁଲ ଡ୍ରାଭିଡ ତାଙ୍କୁ “ପର୍ଫେକ୍ଟ ଜେଣ୍ଟେଲମ୍ୟାନ” ଲାଗନ୍ତି। ବର୍ତ୍ତମାନ ରାହୁଲ ଭାରତୀୟ ଏ ଟିମ୍ ଓ ଭାରତୀୟ ଅଣ୍ଡର-୧୯ ଟିମ୍ର କୋଚ୍ ଅଛନ୍ତି।
