ଭୁବନେଶ୍ୱର () ଆଜି ଭୁବନେଶ୍ୱର ଖାରବେଳ ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ହାଇଲେବୁଲ କ୍ଲିୟରାନ୍ସ କମିଟିର ବୈଠକ ଅନୁÂିତ ହୋଇ ୨ ଲକ୍ଷ ୪୭୯ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ପତ୍ୟକ୍ଷ ଭାବେ ୩୦ ହଜାର ଲୋକ କର୍ମ ନିଯୁକ୍ତି ପାଇବେ । ଏବଂ ପରୋକ୍ଷ ଭାବେ ୧ ଲକ୍ଷ ଲୋକ ଉପକୃତ ହେବେ । ବୈଠକ ଶେଷରେ ଶିଳ୍ପ ସଚିବ ସଂଜିବ ଚୋପ୍ରା ଏହି ସୂଚନା ଦେଇଥିଲୋ
