Odia News Portal

ବଦଳିଲେ ପୋଲିସ କମିଶନର

ଭୁବନେଶ୍ୱର : ଆଜି  ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି ।
ସୁଧାଂଶୁ ଷଡ଼ଙ୍ଗୀ- ନୂଆ ପୋଲିସ କମିସନର
ସତ୍ୟଜିତ ମହାନ୍ତି- ଜେଲ ବିଭାଗ ଏଡ଼ିଜି
ସଞ୍ଜୀବ ପଣ୍ଡା- ପରିବହନ କମିସନର
ଆର. ପି.କୋଚେ- ଆଇନଶୃଙ୍ଖଳା ଏଡ଼ିଜି
ରାଜେଶ କୁମାର- ଏସସିଆରବି ନିର୍ଦ୍ଦେଶକ
ଆଶିଷ ସିଂହ- କେନ୍ଦ୍ରାଞ୍ଚଳ ଡିଆଇଜି
ମୁକେଶ କୁମାର ଭାମୁ- କୋରାପୁଟ ଏସପି
ପି.ଏସ.ରଣପିସେ-ଭିଜିଲାନ୍ସ ଆଇଜି
ସତ୍ୟବ୍ରତ ଭୋଇ- ଦକ୍ଷିଣାଞ୍ଚଳ ଡିଆଇଜି
ହିମାଂଶୁ ଲାଲ- ଉତ୍ତରାଞ୍ଚଳ ଡିଆଇଜି
ବିନୀତ ଅଗ୍ରୱାଲ- ନୂଆପଡ଼ା ଏସପି
କନୱର ବିଶାଳ ସିଂହ –ସମ୍ବଲପୁର ଏସପି
ଅମିତେନ୍ଦ୍ରନାଇ ସିହ୍ନା- କ୍ରାଇମବ୍ରାଞ୍ଚ ଡିଆଇଜି
ସୌମେନ୍ଦ୍ର ପ୍ରିୟଦର୍ଶୀ- ଆଇଜି ପର୍ସନେଲ
ଏନ.ବି.ଭାରତୀ-ଏଚଆରପିସି ଆଇଜି