Odia News Portal

ରାଜଧାନୀରେ ବଢି ଚାଲିଛି ଧଳା ଜହର କାରବାର

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି ଧଳା ଜହର କାରବାର। ଭୁବନେଶ୍ୱରରୁ ୨୭ ଲକ୍ଷର ବ୍ରାଉନସୁଗାର ଜବତ କଲା କମିଶନରେଟ୍‌ ପୋଲିସ।

କାରବାରରେ ସଂପୃକ୍ତ ଜଣେ ଡିଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ବ୍ରାଉନସୁଗାର ବାଲେଶ୍ୱରରୁ ଭୁବନେଶ୍ୱରକୁ ଆସୁଥିବାବେଳେ ଖଣ୍ଡଗିରି ଅଞ୍ଚଳରୁ ଖଣ୍ଡଗିରି ପୋଲିସ ଜବତ କରିଛି।