Odia News Portal

ଏହି ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ ଅମିତାଭ

 ଲୋକପ୍ରିୟ ଟିଭି କ୍ୱିଜ୍‌ ଶୋ କୌନ ବନେଗା କରୋଡପତିର ହୋଷ୍ଟ କରିବା ସମୟରେ ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା ସମୟରେ ଅମିତାଭ ବଚ୍ଚନ ତାଙ୍କ ଜୀବନରେ ଅନେକ ବହୁତ ମଜାଦାର ମୁହୂର୍ତ୍ତ ମନେ ପଡିଲା।

ଗତ ଏପିସୋଡରେ ଅମିତାଭ ଏକ ତାଙ୍କର ଏକ ରାଜ୍‌ ଖୋଲିଥିଲେ। ସେ କହିଥିଲେ ଦିଲ୍ଲୀରେ ପଢ଼ୁଥିବା ସମୟରେ ଡିଟିସି ବସରେ ତାଙ୍କୁ ଏକ ଝିଅ ବହୁତ ପସନ୍ଦ ଆସିଯାଇଥିଲା।

ଏହି ସମୟରେ ସେ ସେହି ଯୁବତୀଙ୍କୁ ତାଙ୍କ ମନର କଥା କହିପାରିନଥିଲେ। କିନ୍ତୁ ପରେ ହଠାତ୍‌ ଯେତେବେଳେ ତାଙ୍କ ସହିତ ଭେଟ ହୋଇଗଲା ସେତେବେଳେ ସେ ତାଙ୍କ ମନର କଥା କହିଥିଲେ।