Odia News Portal

ନାନାଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ବଲିଉଡର ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଗୋଟେ ସମୟରେ ନାନା ପାଟେକରଙ୍କ ପ୍ରେମରେ ପାଗଳ ଥିଲେ। ଏହି ଅଭିନେତ୍ରୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମନୀଷା କୋଇରାଲା।

ମନୀଷା କୋଇରାଲା ଓ ନାନା ପାଟେକର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ। ହେଲେ ଉଭୟଙ୍କ ବିବାହ ହୋଇପାରିନଥିଲା କାରଣ ନାନା ପାଟେକର ପ୍ରଥମରୁ ବିବାହିତ ଥିଲେ। ନାନା ପାଟେକର ତାଙ୍କ ପ୍ରଥ ପତ୍ନୀଙ୍କୁ ଛାଡିବାକୁ ଚାହୁଁନଥିଲେ। ଏହି କାରଣ ଯୋଗୁଁ ଉଭୟଙ୍କ ବିବାହ ହୋଇପାରିନଥିଲା।