ମୁମ୍ବାଇ() ଆଜିକାଲି ବିଜ୍ଞାପନ ଦ୍ୱାରା ମଧ୍ୟ ମୋଟା ଅଙ୍କର ଟଙ୍କା ନେଇଉନ୍ତି ଷ୍ଟାରମାନେ । ବିଜ୍ଞାପନରେ ନିଜ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖି ଲୋକେ ସେହି ପ୍ରଡକ୍ଟ ଆଣିବା ପାଇଁ ଆଗ୍ରହ ହୋଇଥାନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ହେଉଥିବା ଆୟର ତାଲିକା କରାଯାଏ ତାହେଲେ ସର୍ବୋପରେ ଆମୀର ଆସିବେ।
ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଗୋଟେ ବ୍ରାଣ୍ଡର ଆଡ୍ କରିବା ପାଇଁ ୧୧ କୋଟି ଟଙ୍କା ନିଅନ୍ତି।