ନୂଆଦିଲ୍ଲୀ () ଦେଶର ପ୍ରଧାନମନ୍ତ୍ରୀ ଚାହିଁଲେ ଯେକୌଣି କର୍ମଚାରୀ ବା ଅଫିସରଙ୍କୁ ବାହାର କରିପାରିବେ । ହେଲେ ଆପଣ ଜାଣିଛନ୍ତି କି ଏମିତି ଏକ ଅଫିସର ପୋଷ୍ଟ ଅଛି ଯାହା ପ୍ରଧାନମନ୍ତ୍ରୀ ଚାହିଁଲେ ବି ଅଫିସରଙ୍କୁ ହଟାଇ ବା ବାହାର କରିପାରିବେ ନାହିଁ । ଆସନ୍ତୁ ଜାଣିବା …
ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ଚାହିଁଲେ ବି ଚାକିରୀରୁ ହଟେଇ ପାରିବେ ନାହିଁ ।
କାରଣ ତାଙ୍କର ନିଯୁକ୍ତି ବା ହଟାଇବାର କ୍ଷମତା କେବଳ ରାଷ୍ଟପତିଙ୍କ ହାତରେ ରହିଥାଏ ।