ପୁଣେ : ପୁଣେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହୋଇଥିଲା । ମ୍ୟାଚରେ ଅଧିନାୟକ ବିରାଟ କୋହଲି ଦମଦାର ପ୍ରଦର୍ଶନ ଦେଖେଇଛନ୍ତି ।
ସେଥିରେ ସେ ଶତକ କରି ଏବଂ ୨୬ତମ ଟେଷ୍ଟ ଶତକ କରିପାରିଛନ୍ତି । ଗ୍ୟାରି ସୋବର୍ସ ଓ ଷ୍ଟିର ସ୍ମିଥଙ୍କ ସମକକ୍ଷ ହୋଇଛନ୍ତି କୋହଲି । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତ ୩୫୬/୩ କରିଛି ।
