Odia News Portal

କାହିଁକି ଆଖି ଡେଇଁଥାଏ, ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର() ପୃଥିବୀର ସମସ୍ତ ବ୍ୟକ୍ତିଙ୍କ କେବେ ନା କେବେ ଆଖି ଡେଇଁଥାଏ । ହେଲେ ଆଖି କାହିଁକି ଡେଇଁଥାଏ ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା …
କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ,ଚକୋଲେଟ ଖାଇଲେ ଏପରି ହୋଇଥାଏ। ଏସବୁରେ କାଫେନ୍ ନାମକ ରାସାୟନିକ ପଦାର୍ଥ ଅଧିକ ମାତ୍ରାରେ ଥାଏ। ଏହାଯୋଗୁ ପେଟ ଗରମ ହୋଇ ଏପରି ହୁଏ। ସେହିପରି ଶରୀରରେ ମ୍ୟାଗ୍ନେସିୟମ୍ ମାତ୍ରା ବଢ଼ିଲେ ମଧ୍ୟ ଏଭଳି ହୋଇଥାଏ ବୋଲି କୁହାଯାଇଛି ।