Odia News Portal

କାଳୀ ପୂଜା ନିମନ୍ତେ ଜିଲା ପ୍ରଶାସନର ପ୍ରସ୍ତୁତି ବ୍ୟଠକ ଅନୁଷ୍ଠିତ

ପୁରୀ ଜିଲା ଅନ୍ତର୍ଗତ ସତ୍ୟବାଦୀର ବିରଗୋବିନ୍ଦପୁର ସ୍ତିତ ମା ଦକ୍ଷିଣକାଳୀଙ୍କ କାଳୀ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବ୍ୟଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବ୍ୟଠକ ଉପଜିଲାପାଳ ଭବତାରଣ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥଇଥିଲା। ଆସନ୍ତା ୨୭ ଓ ୨୮ ତାରିଖରେ ଲକ୍ଷା ଦିକ ଶ୍ରଦ୍ଧାଳୁଙ୍କ ଅଗମାନଙ୍କୁ ଦୃଷ୍ଟିରେ ରଖୀ ପ୍ରଶାସନ ପକ୍ଷୀୟରୁ ବ୍ୟାପକ ବନ୍ଦବୋସ୍ତ କରାଯିବା ପାଇଁ ଆଇନ ଶୁଙ୍ଖଳା, ପାନୀୟ ଜଳ, ବିଦୂତ ଏବଂ ପାର୍କିଙ୍ଗ ସ୍ଥାନ ସମ୍ପର୍କରେ ବ୍ୟଠକରେ ଆଲୋଚନା ହୋଇଛି।

ଅଞ୍ଚଳର ରାସ୍ତାଘାଟ, ନିରବଛିନ ବିଦୂତ ଯୋଗାଣ, ଯାନବାହାନ ପରିଚାଳନା, ଭସାଣି ପର୍ବବେଳେ ଶାନ୍ତି ଶୁଙ୍ଖଳା ରକ୍ଷା ନିମନ୍ତେ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦେଶ ଦିୟା ଯାଇଛି। ପୀଠ ସ୍ଥଳରେ ପ୍ଲାଷ୍ଟିକ ପଲିଥିନ ବେବହାର ଉପରେ କଟକଣା ଜାରିକରଯାଇଛି।

ଆଲକି କରଣ ନିମନ୍ତେ ପଞ୍ଚାୟତକୁ ଦ୍ଵୟତୋ ପ୍ରଦାନ କର ଯାଇଛି ଉକ୍ତ ବ୍ୟଠକରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର କ୍ରସ୍ତୁତୁରି ପ୍ରଧାନ, BDO ସରୋଜ ଦତ, ସତ୍ୟବାଦୀ ଥାନା ଅଧିକାରୀ ସକୁନ୍ତଳା ପତି ସବ ଇନିସ୍ପେକଟର ରବୀନ୍ଦ୍ର କୁମାର ନନ୍ଦ, ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ଶଦର୍ଶିଅ ବୃନ୍ଦ, ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟୋଇ ପ୍ରମୁଖ ଉପସ୍ଥିତ ଥିଲେ।