Odia News Portal

ପୂଜା ପାଠରେ କ’ଣ ପାଇଁ ବ୍ୟବହାର କରାଯାଏ ହଳଦିଆ ରଙ୍ଗ

ଦେଖାଯାଏ ହିନ୍ଦୁମର୍ମାବଲମ୍ବୀ ହଳଦିଆ ରଙ୍ଗକୁ ଶୁଭ ବୋଲି ମାନିଥାନ୍ତି। ପୂଜା ପାଠ ଇତ୍ୟାଦି କାମ ହେଲେ ପ୍ରଥମେ ହଳଦିଆ ଫୁଲ ବା ଜିନିଷ ଖୋଜା ପଡିଥାଏ। ହଳଦିଆ ରଙ୍ଗକୁ ବୃହସ୍ପତିଙ୍କ ସହ ମଧ୍ୟ ତୁଳନା କରାଯାଏ।। ଏହା ସୂର୍ଯ୍ୟଙ୍କ ରଙ୍ଗର ଏକ ପ୍ରକାର ଅଂଶ ବୋଲି ମଧ୍ୟ କୁହାଯାଏ।

ତେବ ଜାଣନ୍ତୁ ଏହି ହଳଦିଆ ରଙ୍ଗର ମହତ୍ତ୍ୱ ବିଷୟରେ

୧, ଏହା ଆମ ଶରୀରରେ ରକ୍ତ ସଞ୍ଚାର ସହ ଆଖିକୁ ପ୍ରଭାବିତ କରିଥାଏ।

୨, ଏହି ରଙ୍ଗ ଭିତରେ ମନ ପରିବର୍ତ୍ତନ ହେବା କ୍ଷମତା ମଧ୍ୟ ରହିଥାଏ।

୩, ଏହି ରଙ୍ଗ ବୃହଷ୍ପତିଙ୍କ ପ୍ରିୟ ରଙ୍ଗ ବୋଲି ମଧ୍ୟ କୁହାଯାଏ।

୪, ହଳଦିଆ ରଙ୍ଗ ଜୀବନରେ ଖୁସି ଆଣିଥାଏ।

୫, ମନରେ ଥିବା ଖରାପ ଚିନ୍ତାଧାରାକୁ ଏହା ଦୂର କରିଥାଏ।

୪ ନଭେମ୍ୱର, ସୋମବାର: ଗୁରୁଜନଙ୍କ ଆଶୀର୍ବାଦ ମିଳିବ

୩ ନଭେମ୍ୱର, ରବିବାର: ଅଳସୁଆ ଅନୁଭବ କରିପାରନ୍ତି

କିପରି ବ୍ୟବହାର କରିବେ

୧, ପୂଜା ପାଠରେ ଏହାକୁ ବ୍ୟବହାର କଲେ ଶୁଭ ଫଳ ଦେବ।

୨, ଘରର ଦ୍ୱାରରେ ମଧ୍ୟ ଏହି ରଙ୍ଗର ବ୍ୟବହାର କରିପାରିବେ।

୩, ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ପାଖରେ ହଳଦିଆ ରୁମାଲ୍‌ ବି ରଖି ପାରିବେ।

ହଳଦିଆ ରଙ୍ଗ ବ୍ୟବହାର କଲାବେଳେ ସାବଧାନତା ପ୍ରତି ଦିଅନ୍ତୁ ଦୃଷ୍ଟି

୧, ଅଧିକ ହଳଦିଆ ରଙ୍ଗ ବ୍ୟବହାର କରିବା ଦ୍ୱାରା ଆଖି ଏବଂ ମୁଣ୍ଡ ଉପରେ ଖରାପ ପ୍ରଭାବ ପକାଇ ପାରେ।

୨, ଏହି ରଙ୍ଗ ବେଳେ ବେଳେବେଳ ମଣିଷଙ୍କୁ ଅହଙ୍କାରି ବି କରିଦେଇଥାଏ।

୩, ନିଦ୍ରାରେ ବି ଏହି ରଙ୍ଗ ବାଧା ଦେଇପାରେ।