Odia News Portal

ସନି ଲିୟୋନୀଙ୍କ ଏହି ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ() ଚର୍ଚ୍ଚାରେ ସନି ଲିୟୋନୀ । ନିଜ ଡାନ୍ସ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି ସନି । ଏହି ଭିଡିଓରେ ସନି ବେଲି ଡ୍ୟାନ୍ସ କରୁଥିବାର ଦୃଶ୍ୟ ରହିଛି।

https://www.instagram.com/p/B4kBXU0D2H-/?utm_source=ig_web_copy_link

ସନି ଲିୟୋନୀ ନିଜ ଇଂଷ୍ଟାଗ୍ରାମ ପେଜରେ ଭିଡିଓଟିକୁ ପୋଷ୍ଟ କରିଛନ୍ତି। ଯାହାକୁ ଗୋଟିଏ ଦିନରେ ୯ ଲକ୍ଷ ଲୋକ ଦେଖିଲେଣି। ଜଣେ ୟୁଜର୍ସ ସନିଙ୍କ ଭିଡିଓରେ କମେଣ୍ଟ କରି ଲେଖିଛନ୍ତି ‘ସାବାସ୍ ସନି’।